ଜଗତସିଂହପୁର ଠାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ 
ଜେ ବି ଏନ, ୧୯/୧୨/୨୦୨୦, (ରିପୋର୍ଟ, ବ୍ୟୁରୋ, JRP) ଜଗତସିଂହପୁର : ଜଗତସିଂହପୁର ଜ଼ିଲ୍ଲା ଅଦାଲତ ପ୍ରାଗଣରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି ! ଆଇନିସେବା ପ୍ରାଧିକରଣ ଅଧକ୍ଷ ତଥା ଜ଼ିଲ୍ଲା ଦୌରାଜଜ ଆନନ୍ଦ ଚନ୍ଦ୍ର ବେହେରା ଙ୍କ ଅଧକ୍ଷ୍ୟତାରେ ପରିବାର ଅଦାଲତ ଜଜ ଜୀବନଜ୍ୟୋତି ରଥ !ଅତିରିକ୍ତ ଜ଼ିଲ୍ଲା ଜଜ ଇତିଶ୍ରୀମାଳବୀକା ଭୁଇଁଆ ! ସି. ଜି. ଏମ. ପ୍ରିୟ ରଞ୍ଜନ ମିଶ୍ର ! ସବଜଜ ଶଶୀରେଖା ମିଶ୍ର ! ପ୍ରମୁଖ ଯୋଗଦେଇ 710 ଟି ମକଦ୍ଦମା ମଧ୍ୟରୁ 122 ଟି ମକଦମା ଫଇସଲା କରାଯାଇଥିଲା !ସେହିପରି ବ୍ୟାଙ୍କ ସମ୍ବନ୍ଧୀୟ 2318 ଟି ମକଦମା ମଧ୍ୟ୍ୟ ରୁ 109 ଟି ମକ ଦମା ସଫଳତା ର ସହିତ ଫଇସଲା କରାଯାଇଥିଲା ! ଏ ସମସ୍ତ କାର୍ଯ୍ୟକ୍ରମ କୁ ନ୍ୟାୟଅଧିକାରୀ ସୁଶାନ୍ତ କୁମାର ନାୟକ ! ସୁମିତ୍ରା ବିଶୋଇ ! ପ୍ରଣବ କୁମାର ରାଉତରାୟ ପ୍ରମୁଖ ପରିଚାଳନା କରିଥିଲେ !




