ପରୀ ହତ୍ୟାକାଣ୍ଡ କୁ ନେଇ ବିଜେପି ପକ୍ଷରୁ ପଦଯାତ୍ରା

ଜେ ବି ଏନ, ୧୯/୧୨/୨୦୨୦, (ରିପୋର୍ଟ, ବ୍ୟୁରୋ , JRP), ଜଗତସିଂହପୁର :ପରୀ ହତ୍ୟାକାଣ୍ଡ କୁ ନେଇ ବିଜେପି ପକ୍ଷରୁ ପଦଯାତ୍ରା। ନିରୀହ ନିଷ୍ପାପ ଶିଶୁ ପରୀ ହତ୍ୟା ଘଟଣା କୁ ନେଇ ଜଗତସିଂହପୁର ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକଜନ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ! ଭାରତୀୟ ଜନତା ପାର୍ଟି ଜଗତସିଂହପୁର ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର ଙ୍କ ନେତୃତ୍ୱରେ ଏହି ପଦଯାତ୍ରା ଜଗତସିଂହପୁର ପୌରାଞ୍ଚଳର ଗାନ୍ଧିଛକ ଠାରୁ ବାହାରି ବଜାର ପରିକ୍ରମା କରିଥିଲା ! ଏହି ପଦଯାତ୍ରାରେ ପୂର୍ବତନ ଜ଼ିଲ୍ଲା ସଭାପତି ଉପେନ୍ଦ୍ର ବିଶ୍ୱାଳ ! ବିଜେପି ମହିଳା ସେଲ ଅଧକ୍ଷା କ୍ରିଷ୍ଣା ମହାନ୍ତି, !

ଜ଼ିଲ୍ଲା ସମ୍ପାଦକ ଜଗନାଥ ଦାସ, ସମ୍ବିତ କୁମାର ବେଉରା, ସୌଭାଗ୍ୟ ମହାନ୍ତି, ସମୀର ରଞ୍ଜନ ନାୟକ,ଅକ୍ଷୟ ପାତ୍ର, ସବିତା ସ୍ୱାଇଁ ମିଡ଼ିଆ ସେଲ ଅଧକ୍ଷ ଗଣେଶ ପ୍ରସାଦ ମହାନ୍ତି ପ୍ରମୁଖ ଯୋଗ ଦେଇ ପରୀ କୁ ନ୍ୟାୟ ଦେବାରେ ରାଜ୍ୟ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ କରିଛନ୍ତି !


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-18-scaled.jpg)

