ଜୁନାଗଡ ବ୍ଲକ ର ସମସ୍ତ ପଂଚାୟତ ରେ 80ତମ ସ୍ୱାଧୀନତା ଦିବସ ପାଳିତ

କଳାହାଣ୍ଡି,ଜୁନାଗଡ଼ (ବାଲେଶ୍ୱର ସୁନାନୀ )ଜୁନାଗଡ଼ ବ୍ଲକ ର ସମସ୍ତ ଗ୍ରାମପଞ୍ଚାୟତ ରେ 80ତମ ସାଧାରଣ ଦିବସ ପାଳନ କରାଯାଇଥିବାବେଳେ, ପିଳିକିଆ ପଞ୍ଚାୟତ ର ମହିଭର ପ୍ରାଥମିକ ବିଦ୍ୟାଳୟରେ ପିଳିକିଆ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ସୋଭ୍ୟାରାଣୀ ସୁନାନୀ ପତାକା ଉତ୍ତୋଳନ କରିଥିଲେ, ଏହିଉତ୍ସବରେ ନାଏସରପଞ୍ଚ ଶ୍ରୀ ରାହାସ ନାଏକ, ସମାଜସେବୀ ଶ୍ରୀ ବାଲେଶ୍ୱର ସୁନାନୀ, ମହିଭର ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ, ଶ୍ରୀ ବିଷ୍ଣୁ ଚରଣ ପୂଝରୀ, ଅ ଦ୍ୟତ ମେହେର, ବିଦ୍ୟାଳୟ ଚୈର ପାର୍ସନ ଶ୍ରୀମତୀ ଶୋଭାସିନୀ ଗୁରୁ, ଓ ସମସ୍ତ ସଭ୍ୟ ସଭ୍ୟା, ଅଙ୍ଗନବାଡି ମିନଗୁରୁ, ସହାୟିକା ସମସ୍ତେ ଉପସ୍ଥିତ ରହିଥିଲେ, ସମସ୍ତ ଛାତ୍ର ଛାତ୍ରୀ ଗ୍ରାମ ପରିକ୍ରମା କରି ଜୟ ଧ୍ୱନି ଓ ବନ୍ଦେ ମାତରଂ ଧ୍ୟନୀରେ ଗ୍ରାମ ପ୍ରକମ୍ପିତ ଉଠିଥିଲା ବିଦ୍ୟାଳୟ ରେ ସ୍ୱାଧୀନତା ଦିବସ ପାଳନକରିଥିଲେ, ସମାଜସେବୀ ବାଲେଶ୍ୱର ସୁନାନୀ, ସ୍ୱାଧୀନତା ଦିବସ ବିଷୟରେ ଛାତ୍ର ଛାତ୍ରୀ ଙ୍କୁ ଉଧବୋଧନ ଦେଇଥିଲେ, ଏବଂ ସରପଞ୍ଚ ଛାତ୍ର ଛାତ୍ରୀ ମାନଙ୍କୁ ଉଦ୍ଧବୋଧନ ଦେଇ ଉତ୍ସାହିତ କରିଥିଲେ, ଏବଂ ପରେ ପିଳିକିଆ ପଞ୍ଚାୟତ କୁ ଯାଇ ୱାର୍ଡ ସଭ୍ୟ ସଭ୍ୟା, ସି ଆର ପି, ଏମ ବି କେ, ଏବଂ ପଂଚାୟତ ର ସଭ୍ୟ ସଭ୍ୟା, ପି ଇ ଓ ନୀଳମଣି ନାଏକ, ଏ ଡି ଓ, ଉପସ୍ଥିତ ରହି ପଞ୍ଚାୟତ ରେ 80ତମ ସାଧାରଣ ତନ୍ତ୍ର ଦିବସ ପାଳନ କରିଥିଲେ, ଓ ସରପଞ୍ଚ ଉଧବୋଧନ ଦେଇଥିଲେ,



