ବିରିପଟା ପଞ୍ଚାୟତ ଅଫିସରେ ମହାଆଡମ୍ବରରେ ସ୍ବାଧୀନତା ଦିବସ ପାଳିତ

ଯାଜପୁର __ ଯାଜପୁର ଜିଲ୍ଲା ବିଂଝାରପୁର ନିର୍ବାଚନ ମଣ୍ଡଳୀ ତଥା ଦଶରଥପୁର ବ୍ଳକର ବିରିପଟା ପଞ୍ଚାୟତ ଅଫିସରେ ଭାରତର ୮୦ ତମ ସ୍ବାଧିନତା ଦିବସ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳିତ ହୋଇଯାଇଛି। ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚ ଗାୟତ୍ରୀ ନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ପରେ ଜାତୀୟ ସଙ୍ଗୀତ ପରିବେଷଣ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ନାୟକ,ମନୋରଞ୍ଜନ ଦାସ,ପିଇଓ ଅଭିମନ୍ୟୁ ମଲ୍ଲିକ, ପଞ୍ଚାୟତ ଅଫିସର କର୍ମଚାରୀ ପ୍ରଭାତ କୁମାର ସାହୁ, ପ୍ରମୋଦ କୁମାର ଦାଶ,ପ୍ରଶାନ୍ତ କୁମାର ମିଶ୍ର, ସୁଚିତ୍ରା ନନ୍ଦ ସାମଲ, ରାଜେଶ ବିଶ୍ଵାଳ,ରାହାସ ବିଶ୍ଵାଳ, ସୁରେନ୍ଦ୍ର ଜେନା,ଦଶରଥ ବେହେରା,ସଞୟ ମଲ୍ଲିକ ପ୍ରମୁଖ ଯୋଗଦେଇ ସ୍ବାଧୀନତା ଦିବସ ଉପଲକ୍ଷେ ସେମାନଙ୍କର ବକ୍ତବ୍ୟ ରଖିଥିଲେ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-13-scaled.jpg)


