ଭାରତ ପକ୍ଷରୁ ପଡୋଶୀ ଦେଶକୁ କୋଭିଡ଼- ୧୯ ଟେଷ୍ଟ କିଟ୍ ପ୍ରଦାନ

ଜେ ବି ଏନ, ୨୪/୧୨/୨୦୨୦, ନୂଆଦିଲ୍ଲୀ : ଆଜି ଭାରତ ପକ୍ଷରୁ ପଡୋଶୀ ଦେଶ କୁ କୋଭିଡ଼- ୧୯ ଟେଷ୍ଟ କିଟ୍ ପ୍ରଦାନ କରାଯାଇଅଛି l ସୂଚନା ମୁତାବକ ଭାରତ ସରକାର ଆଜି ୨୦,୦୦୦ ପରୀକ୍ଷା ପାଇଁ ଆରଟି- PCR # COVID19 ଟେଷ୍ଟ କିଟ୍ ର ଅନ୍ୟ ଏକ ସାମଗ୍ରୀ ଭୁଟାନର (ରୋୟାଲ) ରାଜକୀୟ ସରକାର ଙ୍କୁ ପ୍ରଦାନ କରିଛନ୍ତି। ଏ ନେଇ ଥିମ୍ଫୁ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ମିଳିଛି l



