ଆଜିଠାରୁ ଚାରି ଦିନିଆ ଡିଉ ଗସ୍ତରେ ରାଷ୍ଟ୍ରପତି

ଜେ ବି ଏନ, ୨୫/୧୨/୨୦୨୦, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ଆଜିଠାରୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଚାରି ଦିନିଆ ଡିଉ ଗସ୍ତରେ ଯିବେ । ରାଷ୍ଟ୍ରପତି ଭବନ ସୂଚନା ମୁତାବକ ଆସନ୍ତାକାଲି ସେ ଡିୟୁରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କରିବେ ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ଏଥିପାଇଁ ଡିଉ ସର୍କିଟ ହାଉସ କୁ ସଜା ଯାଇଛି l

ଫଟୋ (ଡିୟୁ ସର୍କିଟ୍ ହାଉସ୍)



