କଣିହାଁ ବ୍ଲକ ବୁରୁକୁନା ଗ୍ରାମ ପଂଚାୟତ ର ଶରଧା ପୁର ଗ୍ରାମରେ ମକବତ ତରଫରୁ ଅନିଲ, ମନୋଜ, ପପୁ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଦୁଇ ଦିନ ପାଇଁ ଅନୁଷ୍ଠିତ ହୋଇଥିଲା, ଉକ୍ତ ଟୁର୍ନାମେଣ୍ଟ ୮ଗୋଟି ଟିମ ଖେଳ ପଦର୍ଶନ କରି MKCT ଶରଧା ପୁର ଓ RKCT ଗହମ ଏହି ଦୁଇ ଟିମ ଫାଇନାଲ ରେ ପହଂଚି ଥିଲେ, ଟୁର୍ନାମେଣ୍ଟ ତରଫରୁ ୫ଓଭର ଖେଳିବା ପାଇଁ ନିଷ୍ପତି ହୋଇଥିଲା, MKCT ଟଚ ଜିତି ପ୍ରଥମେ ବ୍ୟାଟିଙ୍ଗ କରି ୫ଓଭର ରେ ୫୫ରନ କରି ଥିଲା, RKCT ଗହମ ତାର ୪ ୱକେଟ ହରାଇ ୫ଓଭର ରେ ୫୫ରନ କରି ମ୍ୟାଚ ଟି କୁ ଟାଇ କରିନେଇଥିଲା, ଶେଷରେ ସୁପର ଓଭର ହୋଇଥିଲା, ସୁପର ଓଭର ରେ ଗହମ RKCT ୬ବଲ ରେ କରିଥିବା ବେଳେ ଜବାବ ରେ MKCT ଶରଧା ପୁର ୫ଟି ବଲ ରେ ୧୩ରନ କରି ବିଜୟୀ ହୋଇଥିଲା, ଏଥିରେ ମୁଖ୍ୟ ଅତିଥି ଭାବେ ସମାଜ ସେବି ଶ୍ରୀଯୁକ୍ତ ସୁକାନ୍ତ ମହାନ୍ତି ଯୋଗ ଦେବା ସହ ଉଭୟ ଟିମ ର ଖେଳାଳି ଙ୍କୁ ଉତ୍ସlହିତ କରି ବିଜୟ ଲାଭ କରିଥିବା ଟିମ୍ କୁ ଟ୍ରଫି ପ୍ରଦାନ କରିଥିଲେ,

June 16, 2026/
No Comments


