
(ଜେ ବି ଏନ /ସୁବ୍ରତ କୁମାର) ୩୦/୧୨/୨୦୨୦ ଢେଙ୍କାନାଳ : ଧର୍ମ ପରାୟଣ ମହିଳା ସୁଲୋଚନା ସାମଲ ଆଉ ନାହାନ୍ତି । ୯୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି । ଦେହାନ୍ତ ବେଳକୁ ତାଙ୍କର ପାଖରେ ପୁଅ, ଝିଅ, ନାତି ନାତୁଣୀ ସମସ୍ତେ ଉପସ୍ଥିତ ଥିଲେ। ଜିଲ୍ଲାରେ ସେ ୬୦ ବର୍ଷ ଧରି ବ୍ୟବସାୟ (ବିଡି ଓ ଗୁଡ଼ାଖୁ) ଜଡିତ ଥିଲେ ।



