Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39
ଅନ୍‍ଲାଇନ ଟିକେଟ ବୁକିଂ ପାଇଁ ଭାରତୀୟ ରେଳବାଇ ପକ୍ଷରୁ ଆରମ୍ଭ ହେଲା ଉନ୍ନୀତ ଇ-ଟିକେଟିଂ ୱେବସାଇଟ ଓ ମୋବାଇଲ ଆପ୍‍ - Jagrat Bharat News

ଅନ୍‍ଲାଇନ ଟିକେଟ ବୁକିଂ ପାଇଁ ଭାରତୀୟ ରେଳବାଇ ପକ୍ଷରୁ ଆରମ୍ଭ ହେଲା ଉନ୍ନୀତ ଇ-ଟିକେଟିଂ ୱେବସାଇଟ ଓ ମୋବାଇଲ ଆପ୍‍

ଅନ୍‍ଲାଇନ ଟିକେଟ ବୁକିଂ ପାଇଁ ଭାରତୀୟ ରେଳବାଇ ପକ୍ଷରୁ ଆରମ୍ଭ ହେଲା ଉନ୍ନୀତ ଇ-ଟିକେଟିଂ ୱେବସାଇଟ ଓ ମୋବାଇଲ ଆପ୍‍

ଅତ୍ୟାଧୁନିକ ବ୍ୟବସ୍ଥା ରହିଥିବା ୱେବସାଇଟ ଓ ଆପ୍‍କୁ ଲୋକାର୍ପଣ କଲେ ରେଳବାଇ, ବାଣିଜ୍ୟ, ଶିଳ୍ପ, ଖାଉଟି ବ୍ୟାପାର, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ

 

ଏହି ନୂଆ ବ୍ୟବସ୍ଥା ଯାତ୍ରୀଙ୍କୁ ନବବର୍ଷର ଉପହାର

 

ପ୍ରଥମଥର ପାଇଁ ଅଭିନବ ୟୁର୍ଜର ପର୍ସନାଲାଇଜେସନ ଫିଚରଗୁଡିକ ୟୁଜର ଲଗ୍‍ ଇନ୍‍ ସହିତ ସଂଯୁକ୍ତ ହେବାର ସୁବିଧା ଉପଲବ୍‍ଧ

 

କରୋନା ମହାମାରୀ ବିରୋଧୀ ଲଢେଇରେ ବିଜୟ ସୁନିଶ୍ଚିତ କରିବା ଏବଂ ରେଳବାଇକୁ ଭବିଷ୍ୟତର ଆବଶ୍ୟକତା ପୂରଣ ପାଇଁ ସମର୍ଥ କରିଥିବାରୁ କର୍ମଚାରୀ ଓ ବିଭାଗକୁ ମନ୍ତ୍ରୀଙ୍କ ବଧେଇ

 

ଆଇଆରସିଟିସି ଉପଭୋକ୍ତାଙ୍କ ଆବଶ୍ୟକତା ଉପରେ ଦୃଷ୍ଟିକେନ୍ଦ୍ରିତ କରି ୱେବସାଇଟରେ ଅଧିକ ଉନ୍ନତି ଆଣି ଏହାକୁ ବିଶ୍ୱରେ ଅଦ୍ୱିତୀୟ କରିବା ସହ ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆ ଲକ୍ଷ୍ୟ ଓ ଅଭିଯାନକୁ ସଫଳ କରିବାକୁ ମନ୍ତ୍ରୀ ଶ୍ରୀ ଗୋଏଲଙ୍କ ଆହ୍ୱାନ

 

ଟିକେଟ ସହିତ ଖାଦ୍ୟ, ରିଟାୟରିଂ ରୁମ୍‍ ଏବଂ ହୋଟେଲ ବୁକିଂ ଆଦି କାମ ଏକ ସଙ୍ଗରେ କରାଯାଇପାରିବ

 

ଯାତ୍ରୀମାନଙ୍କୁ ପ୍ରେଡିକ୍ଟିଭ ଏଣ୍ଟ୍ରି ପ୍ରସ୍ତାବ ଯୋଗାଇ ଦେବାକୁ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସର ବ୍ୟବହାର କରାଯିବ

 

ୟୁଜରଙ୍କ ଆକାଉଣ୍ଟ ପେଜ୍‍ରେ ରିଫଣ୍ଡର ସ୍ଥିତି ଜାଣିବା ପାଇଁ ସରଳ ବ୍ୟବସ୍ଥା

 

ସ୍ୱୟଂକ୍ରିୟଭାବେ ଆବଶ୍ୟକ ତଥ୍ୟାବଳୀ ଏଣ୍ଟ୍ରି କରି ରେଗୁଲାର ବା ଫେଭରାଇଟ ଜର୍ଣ୍ଣିଂ ପାଇଁ ଟିକେଟ ବୁକିଂ ସହଜରେ କରିହେବ

 

ଟ୍ରେନ ସର୍ଚ

 

 

ଜେ ବି ଏନ, ୦୧/୦୧/୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ ), ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଜିଟାଲ ଇଣ୍ଡିଆ ଲକ୍ଷ୍ୟ ଅନୁସାରେ ଭାରତୀୟ ରେଳବାଇ ଏହାର ଇ-ଟିକେଟିଂ ୱେବସାଇଟ www.irctc.co.in ଏବଂ ଆଇଆରସିଟିସି ରେଳ କନେକ୍ଟ ମୋବାଇଲ ଆପ୍‍କୁ ଉନ୍ନୀତ ଏବଂ ପୁନଃବିନ୍ୟସ୍ତ କରିଛି । ଅନ୍‍ଲାଇନ ରେଳ ଟିକେଟ ବୁକିଂରେ ଏହି ୱେବସାଇଟ ଓ ଆପ୍‍ ବ୍ୟବହୃତ ହେଉଛି ।

 

ଏହି ଉନ୍ନୀତ ଇ-ଟିକେଟ ୱେବସାଇଟ ବେଷ୍ଟ ଇନ୍‍ କ୍ଲାସ ବା ଶ୍ରେଷ୍ଠ ସୁବିଧା ସୁଯୋଗ ଉପଲବ୍‍ଧ । ଏହାକୁ ରେଳବାଇ, ବାଣିଜ୍ୟ, ଶିଳ୍ପ, ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ ଆଜି (2020 ଡିସେମ୍ବର 31) ଲୋକାର୍ପଣ କରିଛନ୍ତି । ଏହା ରେଳଯାତ୍ରୀମାନଙ୍କୁ ମନ୍ତ୍ରଣାଳୟର ଏକ ନୂଆବର୍ଷର ଭେଟି ।

 

ଏହି ଅବସରରେ ଉଦ୍‍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି ଦେଶର ସେବା ପାଇଁ ରେଳବାଇ ଅଙ୍ଗୀକାରବଦ୍ଧ । ସେବାରେ ଉନ୍ନତି ଏବଂ ରେଳଯାତ୍ରା ଅନୁଭୂତିକୁ ଅଧିକ ସୁଖଦ କରିବା ପାଇଁ ତାଙ୍କ ମନ୍ତ୍ରଣାଳୟ ନିରନ୍ତର ଉଦ୍ୟମ ଜାରି ରଖିଛି । ଏହି ଉନ୍ନୀତ ଇ-ଟିକେଟିଂ ପ୍ଲାଟଫର୍ମ ଦ୍ୱାରା ଅନ୍‍ଲାଇନ ରେଳ ଟିକେଟ ବୁକିଂ ସହଜ ହେବ ଏବଂ ଯାତ୍ରୀମାନେ ଏହାଦ୍ୱାରା ବିଶେଷ ଉପକୃତ ହେବେ । ସେ କହିଛନ୍ତି ଯେ ଆଇଆରସିଟିସି ଏହି ୱେବସାଇଟର ଅଧିକ ଉନ୍ନତି ପାଇଁ ନିରନ୍ତର କାର୍ଯ୍ୟ କରିବା ଉଚିତ । ଏହାକୁ ବିଶ୍ୱସ୍ତରରେ ଅଦ୍ୱିତୀୟ କରିପାରିଲେ ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆ ଲକ୍ଷ୍ୟ ଓ ଅଭିଯାନ ସଫଳ ହୋଇପାରିବ ।

 

ରେଳ ଟିକେଟ ବୁକିଂ ପାଇଁ ଇ-ଟିକେଟିଂ ସେବା

 

2014ରେ ଭାରତୀୟ ରେଳବାଇରେ ନୂଆ ପିଢିର ଇ-ଟିକେଟିଂ ବ୍ୟବସ୍ଥା ଆରମ୍ଭ ହୋଇଥିଲା । ରେଳଯାତ୍ରୀଙ୍କୁ ନିରନ୍ତର ସେବା ଯୋଗାଇବା ଥିଲା ଏହାର ଉଦ୍ଦେଶ୍ୟ । ଟିକେଟ ବିକ୍ରିର ବୋଝ ବଢୁଥିବାରୁ ସହଜରେ ଏବଂ ତୁରନ୍ତ କାଉଣ୍ଟର ବାହାରେ ବିକଳ୍ପ ବ୍ୟବସ୍ଥାରେ ଯାତ୍ରୀଙ୍କୁ ଟିକେଟ ଯୋଗାଇଦେବା ଏହାର ପ୍ରଥମ ଲକ୍ଷ୍ୟ । ଆଇଆରସିଟିସି ପକ୍ଷରୁ ଏହି ଇ-ଟିକେଟିଂ ବ୍ୟବସ୍ଥା ଯୋଗାଇ ଦିଆଯାଉଥିଲା । ଏବେ ଏହି ଉନ୍ନୀତ ଇ-ଟିକେଟିଂ ୱେବସାଇଟ ଏବଂ ଆପ୍‍ ପରବର୍ତ୍ତୀସ୍ତରର ସେବା ଓ ଅନୁଭୂତି ସବୁ ରେଳ ବ୍ୟବହାରକାରୀଙ୍କୁ ଯୋଗାଇଦେବ ।

 

ନୂଆ ବ୍ୟବସ୍ଥାରେ ଯାତ୍ରୀଙ୍କ ଅଭିଜ୍ଞତାକୁ ଗୁରୁତ୍ୱ

 

ରେଳ ବ୍ୟବହାରକାରୀ ଓ ଯାତ୍ରୀଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେଇ ସଂଶୋଧିତ ଓ ଉନ୍ନୀତ ବୁକିଂ ବ୍ୟବସ୍ଥା ତିଆରି ହୋଇଛି । ରେଳ ଟିକେଟ ବୁକିଂ କ୍ଷେତ୍ରରେ ଏହି ଉନ୍ନୀତ ୱେବସାଇଟ ରେଳ ବ୍ୟବହାରକାରୀଙ୍କୁ ବିଶ୍ୱସ୍ତରୀୟ ସୁବିଧା ଦେବ । ଏଥିରେ ଅଭିନବ ୟୁଜର ପର୍ସନାଲାଇଜେସନ ଫିଚର ଉପଲବ୍‍ଧ । ସେ ସବୁକୁ ୟୁଜର ସହଜରେ ଲଗ୍‍ ଇନ୍‍ କରିପାରିବେ । ପ୍ରଥମ ଥର ପାଇଁ ଏହି ବ୍ୟବସ୍ଥା ଯୋଗାଇ ଦିଆଯାଇଛି । ଏହାଛଡା ଏଥିରେ ନିରନ୍ତର ଯାତ୍ରା ଅନୁଭବ ପାଇଁ କଷ୍ଟୋମାଇଜେସନ ସୁବିଧା ମଧ୍ୟ ଉପଲବ୍‍ଧ । ଗୋଟିଏ ସ୍ଥାନରେ ଟ୍ରେନ ସିଲେକ୍ଟ କରିବା ସହ ଟିକେଟ ବୁକିଂ ଏବଂ ଏହା ସହିତ ମିଲ୍‍ ଓ ରହିବା ପାଇଁ ହୋଟେଲ, ରିଟାୟରିଂ ରୁମ୍‍ ଏବଂ ଅନ୍ୟାନ୍ୟ ଅବସ୍ଥାନ ସୁବିଧା ବାଛିବାର ସୁଯୋଗ ରହିଛି । ଟିକେଟ ସହ ରହିବାର ସ୍ଥାନକୁ ମଧ୍ୟ ବୁକ୍‍ କରିହେବ ।

 

ଉନ୍ନୀତ ୱେବସାଇଟର ବିଶେଷତ୍ୱ

 

ସଂପୂର୍ଣ୍ଣ ୟୁଜର ପର୍ସନାଲାଇଜେସନ ଏବଂ ୟୁଜର ଲଗ୍‍ ଇନ୍‍ ସହ ସଂଯୁକ୍ତ ।

ଏହା ମାଧ୍ୟମରେ ଟ୍ରେନ ଯାତ୍ରାବେଳେ ମିଲ୍‍, ରିଟାୟରିଂ ରୁମ୍‍ ଓ ହୋଟେଲ ଆଦି ପାଇଁ ବୁକିଂ କରିହେବ । ଏ ସମସ୍ତ ସୁବିଧା ସମନ୍ୱିତ ହୋଇ ରହିଛି ଏବଂ ଟିକେଟ ସହିତ ଏହିସବୁ ସୁବିଧା ପାଇଁ ବୁକିଂ କରିହେବ । ଏହାଦ୍ୱାରା ଗୋଟିଏ ଜାଗାରେ ଗୋଟିଏ ଥରରେ ଯାତ୍ରୀଙ୍କୁ ସବୁ ପ୍ରକାର ସୁବିଧା ମିଳିପାରିବ । ଯାତ୍ରୀଙ୍କୁ ଷ୍ଟେସନ ପ୍ରବେଶ ସମୟରେ ପ୍ରେଡିକ୍ଟିଭ ଏଣ୍ଟ୍ରି ସଜେସନ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ ସୁବିଧା ମାଧ୍ୟମରେ ପ୍ରଦାନ କରାଯିବ । ଏହା ଫଳରେ ଯାତ୍ରୀଙ୍କୁ ଷ୍ଟେସନ ଖୋଜିବା ଏବଂ ଟିକେଟ ବୁକ୍‍ କରିବାର ଜଞ୍ଜାଳରୁ ମୁକ୍ତି ମିଳିବ ।

ୟୁଜର ଆକାଉଣ୍ଟ ପେଜ୍‍ରେ ସରଳ ଚେକିଂ ବ୍ୟବସ୍ଥା ଦ୍ୱାରା ରିଫଣ୍ଡର ସ୍ଥିତି ଦେଖିହେବ । ପୂର୍ବରୁ ଏହି ସୁବିଧା ସହଜରେ ମିଳୁ ନ ଥିଲା ।

ସ୍ୱୟଂକ୍ରିୟ ବ୍ୟବସ୍ଥାରେ ଆବଶ୍ୟକ ତଥ୍ୟାବଳୀ ଏଣ୍ଟ୍ରି କରି ରେଗୁଲାର କିମ୍ବା ଫେଭରାଇଟ ଯାତ୍ରା ପାଇଁ ସହଜରେ ଟିକେଟ ବୁକ୍‍ କରିହେବ ।

ଟ୍ରେନ ସର୍ଚ୍ଚ ଓ ସିଲେକ୍ସନ ବ୍ୟବସ୍ଥାକୁ ସରଳ କରାଯାଇଛି । ରେଳ ବ୍ୟବହାରକାରୀଙ୍କ ସମୟ ବଞ୍ଚାଇବା ପାଇଁ ଏହି ସର୍ଚ୍ଚ ବ୍ୟବସ୍ଥାକୁ ଗୋଟିଏ ପୃଷ୍ଠାରେ ଦିଆଯାଇଛି । ଏହା ଫଳରେ ଟିକେଟ ବୁକିଂର ଅନୁଭୂତି ଭଲ ରହିବ ।

ସମସ୍ତ ତଥ୍ୟ ଗୋଟିଏ ପୃଷ୍ଠାରେ ସ୍ଥାନ ପାଇଛି । ଏହିି ପୃଷ୍ଠାରେ ସମସ୍ତ ଟ୍ରେନର ସବୁ ଶ୍ରେଣୀର ଟିକେଟ, ସିଟ୍‍, ଭଡ଼ା ଓ ଅନ୍ୟାନ୍ୟ ଉପଲବ୍‍ଧ । କେବଳ ସ୍କ୍ରଲ କରି ସବିଶେଷ ତଥ୍ୟ ଏଥିରୁ ଜାଣିହେବ ଏବଂ ତଦନୁସାରେ ସୁବିଧାରେ ଟିକେଟ କରିହେବ । ପୂର୍ବରୁ ଏ ସୁବିଧା ନ ଥିଲା । ଯାତ୍ରୀଙ୍କୁ ଟିକେଟ ବୁକିଂ ପାଇଁ ନିର୍ଦ୍ଦିଷ୍ଟ ଟ୍ରେନ ବିଷୟରେ ସର୍ଚ୍ଚ କରିବାକୁ ପଡୁଥିଲା ।

ବ୍ୟାକ୍‍ ଏଣ୍ଡର ଏକ କ୍ୟାଚ ସିଷ୍ଟମ ପ୍ରବର୍ତ୍ତନ କରାଯାଇଛି । ଏହା ଆଭଲେବିଲିଟି ଷ୍ଟାର୍ଟସ ଜଣାଇବ । ଫଳରେ ଆଭଲେବିଲିଟି ସଂକ୍ରାନ୍ତ ତଥ୍ୟ ଲୋଡିଂ ଜନିତ ବିଳମ୍ବକୁ ଏହା ଦୂର କରିବାରେ ସହାୟକ ହେବ ।

ୱେଟିଂ ତାଲିକାରେ ଥିବା ଟିକେଟର କର୍ଣ୍ଣଫର୍ମେସନ ସମ୍ଭାବନା ସଂପର୍କରେ ତଥ୍ୟ ପ୍ରଦାନର ସୁବିଧା ରହିଛି । ପୂର୍ବରୁ ଏହି ସୁବିଧା ସ୍ୱତନ୍ତ୍ରଭାବେ ପ୍ରତ୍ୟେକ ୱେଟିଂ ଲିଷ୍ଟ ଷ୍ଟାର୍ଟସରୁ ମଳିଥିଲା । ଏବେ ଏହା ଗୋଟିଏ ଜାଗାରୁ ଉପଲବ୍‍ଧ ହେବ ।

ସେହିଭଳି ଅନ୍ୟ ତାରିଖରେ ଯାତ୍ରା ପାଇଁ ସିଟ୍‍ ଉପଲବ୍‍ଧତା ସଂକ୍ରାନ୍ତ ତଥ୍ୟ ମଧ୍ୟ ସେହି ପୃଷ୍ଠାରୁ ମିଳିପାରିବ ।

ଇ-ଟିକେଟ ବୁକିଂ ପ୍ରକ୍ରିୟାକୁ ଅତି ଦକ୍ଷ ଓ ତ୍ୱରିତ କରାଯାଇଛି । ଏହା ଏତେ ସହଜ ହୋଇଛି ଯେ ସାମାନ୍ୟ କଂପ୍ୟୁଟର ଜ୍ଞାନ ଥିବା ଲୋକ ସହଜରେ ଏହାଦ୍ୱାରା ଟିକେଟ ବୁକିଂ କରିପାରିବ । ଅତଏବ ୱେବସାଇଟକୁ ଅକାରଣ ସର୍ଚ୍ଚ ନ କରି ତତ୍‍କ୍ଷଣାତ୍‍ ଟିକେଟ ବୁକିଂ କରିହେବ ଏବଂ ଯାତ୍ରୀଙ୍କର ସମୟ ବଞ୍ଚିବ ।

ଯାତ୍ରାର ସବିଶେଷ ତଥ୍ୟ ପେମେଣ୍ଟ ପେଜ୍‍ରେ ଦେଖାଯାଇପାରିବ । ଏହା ଫଳରେ ବ୍ୟବହାରକାରୀ ଏହାକୁ ତନଖି କରିବା ସହ ସଂଶୋଧନ କରିବା ସୁବିଧା ପାଇବ । ଫଳରେ ଟାଇପଜନିତ ତ୍ରୁଟି ଥିଲେ ତାହାକୁ ସଂଶୋଧିତ କରିହେବ । ପିଆରଏସ୍‍ ସେଣ୍ଟର ଭିଜିଟ କରି ଏହି ସଂଶୋଧନ କରାଯାଇପାରିବ ।

ବେଷ୍ଟ ଇନ୍‍ କ୍ଲାସ ଫିଚର

 

ଏହି ଉନ୍ନୀତ ଏବଂ ପରିବର୍ଦ୍ଧିତ ଇ-ଟିକେଟିଂ ୱେବସାଇଟ ଓ ମୋବାଇଲ ଆପ୍‍ର ଲକ୍ଷ୍ୟ ହେଲା ୟୁଜରଙ୍କୁ ସର୍ବଶ୍ରେଷ୍ଠ ଅନୁଭୂତି ପ୍ରଦାନ କରିବା । ବିଶେଷକରି ଅନ୍‍ଲାଇନ ଟିକେଟ ଯାତ୍ରା କରୁଥିବା ଯାତ୍ରୀଙ୍କୁ ସବୁଠୁ ଭଲ ସୁବିଧା ଯୋଗାଇ ଦେବାପାଇଁ ଏହା ତିଆରି ହୋଇଛି । ଏଥିରେ ଥିବା ଫିଚରର ସ୍ତର ବର୍ତ୍ତମାନର ଟିକେଟିଂ ୱେବସାଇଟରେ ଥିବା ସୁବିଧାଠାରୁ ଅତି ଉନ୍ନତ । ଅଧିକାଂଶ ୱେବସାଇଟରେ ଏ ପର୍ଯ୍ୟନ୍ତ ଷ୍ଟେସନ ସର୍ଚ୍ଚ ଏଣ୍ଟ୍ରି ବର୍ଣ୍ଣମାଳା କ୍ରମରେ ରହିଛି । ସେହିଭଳି ସିଟ୍‍ର ସ୍ଥିତି ମଧ୍ୟ ଜାଣିବାର ସୁବିଧା ନାହିଁ କିମ୍ବା ଏହା ପୁରୁଣାକାଳିଆ । ସର୍ବୋପରି ଟିକେଟ ସହିତ ରହିବା, ଖାଇବା ଓ ଅନ୍ୟାନ୍ୟ ସୁବିଧା ଇଣ୍ଟିଗ୍ରେଟେଡ ବୁକିଂ ଜରିଆରେ ନୂଆ ବ୍ୟବସ୍ଥାରେ ଉପଲବ୍‍ଧ ।

 

ବର୍ତ୍ତମାନ ଆଇଆରସିଟିସିର ଏହି ଇ-ଟିକେଟିଂର ସକ୍ରିୟ ବ୍ୟବହାରକାରୀଙ୍କ ସଂଖ୍ୟା ୬ କୋଟିରୁ ଅଧିକ । ଏହା ମାଧ୍ୟମରେ ଦୈନିକ ୮ ଲକ୍ଷରୁ ଅଧିକ ଟିକେଟ ବୁକିଂ କରାଯାଉଛି । ଏହି ଅନ୍‍ଲାଇନ ସିଷ୍ଟମରେ ମୋଟ ସଂରକ୍ଷିତ ଟିକେଟର ପ୍ରାୟ ୮୩ ଭାଗ ବୁକ୍‍ କରାଯାଉଛି ।

 

ଭବିଷ୍ୟତର ମାର୍ଗ

 

ଆଇଆରସିଟିସି ଏବଂ ସିଆରଆଇଏସ୍‍ ସ୍ମାର୍ଟ ବୁକିଂ ଫିଚର ପ୍ରବର୍ତ୍ତନ କରିବାକୁ କାର୍ଯ୍ୟ କରୁଛନ୍ତି । ଏହାଦ୍ୱାରା ବିକଳ୍ପ ପଥରେ କନେକ୍ଟିଂ ଟ୍ରେନ ପାଇଁ ସିଟ୍‍ ବୁକ୍‍ କରିହେବ । ସେହିଭଳି ଯେଉଁ ଜାଗାକୁ ସିଧାସଳଖ ଟ୍ରେନ ସଂଯୋଗ ନାହିଁ, କନେକ୍ଟିଂ ଟ୍ରେନରେ ସେଠାରେ ପହଞ୍ଚିବା ପାଇଁ ବୁକିଂ ସୁବିଧା କରାଯାଇଛି । ଭାରତୀୟ ରେଳ ଏହାର ଇ-ଟିକେଟିଂ ସେବାରେ ଉନ୍ନତି ଆଣିବା ପାଇଁ ସଂକଳ୍ପବଦ୍ଧ ଏବଂ ଏହା ନିରନ୍ତର କାର୍ଯ୍ୟ କରୁଛି ।

 

ଏହି ୱେବସାଇଟ ଓ ନୂଆ ଆପ୍‍କୁ ଲୋକାର୍ପଣ କରିବା ଅବସରରେ ମନ୍ତ୍ରୀ ଶ୍ରୀ ଗୋଏଲ କରୋନା ବିରୋଧୀ ଲଢେଇରେ ବିଜୟ ନିଶ୍ଚିତ କରିଥିବାରୁ ରେଳ ପରିବାରର ଉଚ୍ଚପ୍ରଶଂସା କରିଥିଲେ । ରେଳବାଇକୁ ଭବିଷ୍ୟତର ଆବଶ୍ୟକତା ପୂରଣ ପାଇଁ ପ୍ରସ୍ତୁତ ରଖିବାରେ ସମର୍ଥ ହୋଇଥିବାରୁ ସେ ମଧ୍ୟ ସବୁ ରେଳ କର୍ମଚାରୀଙ୍କୁ ସାଧୁବାଦ ଜଣାଇଛନ୍ତି । ଏ କ୍ଷେତ୍ରରେ ଆଇଆରସିଟିସିର ଉଦ୍ୟମ ପ୍ରଶଂସନୀୟ ବୋଲି ସେ କହିଛନ୍ତି । ଏ ନେଇ ପି ଆଇ ବି ଦିଲ୍ଲୀ ପକ୍ଷରୁ ସୂଚନା ଦିଆଯାଇଛି l

 

 

 

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • Wishing
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • Wishing
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • Wishing
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • Wishing
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech