ସ୍ଵଚ୍ଛ ବିନ୍ଦୁ ସାଗର ପ୍ରକଳ୍ପ” ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଜେ ବି ଏନ, ୦୮/୦୧ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ଭୁବନେଶ୍ବର : କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ସକାଳ 10:45 ରେ ଭୁବନେଶ୍ୱରରେ “ସ୍ଵଚ୍ଛ ବିନ୍ଦୁ ସାଗର ପ୍ରକଳ୍ପ” ର ଶୁଭାରମ୍ଭ କରିବେ।
ଏହି ପ୍ରକଳ୍ପ ଦ୍ଵାରା ପବିତ୍ର ବିନ୍ଦୁ ସାଗରର ସମ୍ପୂର୍ଣ୍ଣ ପୁନରୁଦ୍ଧାର କାର୍ଯ୍ୟ କରାଯିବ।



