ରିସୋର୍ଟ ଭୁଶୁଡ଼ି ତିନି ମୃତ

ଜେ ବି ଏନ, ୦୯/୦୧/୨୦୨୧, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ରୁଷ ରେ ଏକ ରିପୋର୍ଟ ଭୁଶୁଡ଼ି ତିନି ମୃତ୍ୟୁ ମୁଖରେ ଶୁକ୍ରବାର l ସୂଚନା ମୁତାବକ ବିଳମ୍ବିତ ରାତିରେ ଋଷର ଆର୍କଟିକ୍ ସହର ନୋରିଲସ୍କ ନିକଟରେ ଏକ ସ୍କି ରିସର୍ଟ ଭୁଶୁଡ଼ିବା ପରେ ତିନି ଜଣଙ୍କର ମୃତ୍ୟୁ ଘଟିଛି।



