ରକଲା ଗ୍ରାମରେ ଶ୍ରୀନିବାସ ମେମୋରିଆଲ କ୍ରିକେଟ ମ୍ୟାଚ ଉଦଘାଟନି ଉତ୍ସବ ଅନୁଷ୍ଠିତ ହୋଇଯାଇଛି !

ଜେ ବି ଏନ, ୨୩/୦୧ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ମହାପାତ୍ର), ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ସଞ୍ଜପଡ଼ା ପଞ୍ଚାୟତ ରକଲା ଗ୍ରାମରେ ଶ୍ରୀନିବାସ ମେମୋରିଆଲ କ୍ରିକେଟ ମ୍ୟାଚ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି !ମୁଖ୍ୟ ଅତିଥି ଓଡିଶା ର ଆଗ ଧାଡ଼ିର ପାଲା ଗାୟକ ସୁବଳ ଚରଣ ମହାପାତ୍ର, ଶରତ ମହାପାତ୍ର ଓ ଗତିୟା ମହାପାତ୍ର ଫିତା କାଟି ମ୍ୟାଚ କୁ ଉଦଘାଟନ କରିଥିଲେ !ପ୍ରଥମ ଦିନର ଖେଳ ଶେଷ ହୋଇଥିଲା ! ଏହି ଖେଳରେ
ମୁଖ୍ୟ ଭୂମିକା ନିଭାଇ ଥିଲେ ବଉଳି ଗଡ ଗ୍ରାମର ରାହୁଲ ଯେ କି 53 ରନ କରି ଅପରାଜିତ ଥିଲେ ଏବଂ ଆକର୍ଷଣୀୟ ହ୍ୟାଟ୍ରିକ ଚୌକା ମାରୀ ୧୦୦ ଟଂକା
ପୁରସ୍କୃତ ହୋଇଥିଲେ ! ପୁରସ୍କାର ପ୍ରଦାନ କରିଥିବା ରକଲା ଗ୍ରାମର ଆଗଧାଡିର କ୍ରିକେଟ ପ୍ଲେୟାର ଏସପି ମହାପାତ୍ର,ସୁମଙ୍ଗଳ ମହାପାତ୍ର, ବଳିଆ ମହାପାତ୍ର !


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-19-scaled.jpg)

