ଷ୍ଟାର ଇଣ୍ଟରନ୍ୟାସନାଲ ସ୍କୁଲ ଠାରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳନ

ଜେ ବି ଏନ, ୨୬/୦୧ /୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ମହିଧରପୁର ଷ୍ଟାର ଇଣ୍ଟରନ୍ୟାସନାଲ ସ୍କୁଲରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି।ବିଦ୍ୟାଳୟର ପରିଚାଳକ ରମାକାନ୍ତ ପାଳ ପରିଚାଳନା କରିଥିଲେ।ଶ୍ରୀ ବିନୋଦ ବେହେରା ପତାକା ଉତ୍ତାଳନ କରିଥିଲେ ଓ ସୁବାଷ ଚନ୍ଦ୍ର ସାହୁ, ଗୁରୁବାରୀ ପ୍ରଧାନ, ଦିଲିପ କୁମାର ବେହେରା, ବୁଲୁ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l



