କେଦାରଗୌରୀ ମୁକବଧିର ଦନ୍ଧାମୂଳକ ତାଲିମିକେନ୍ଦ୍ର ଠାରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ

ଜେ ବି ଏନ, ୨୬/୦୧/୨୦୨୧, (ରିପୋର୍ଟ, ମଦନ ସାହୁ), ନାଲକୋ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନାଲକୋ କେଦାରଗୌରୀ ମୁକବଧିର ଧନ୍ଧାମୂଳକ ତାଲିମିକେନ୍ଦ୍ର ଠାରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପତାକା ଉତ୍ତୋଳନ କରିଥିଲେ l କେଦାରଗୌରୀ ଧନ୍ଦାମୂଳକ ତାଲିମ କେନ୍ଦ୍ରର ମୁଖ୍ୟ ପରିଚାଳକ ପ୍ରଶାନ୍ତ କୁମାର ସାହୁ ପରିଚାଳନା କରିଥିଲେ।ସ୍ୱାଭିମାନ ପରିବାର ସେବା ସଙ୍ଘ ସହଯୋଗ କରିଥିଲେ l



