ଧରା ପଡିଲା ନାଲୁଆ

ଜେ ବି ଏନ, ୨୭/୦୧ /୨୦୨୧, (ରିପୋର୍ଟ, ପ୍ରଦୀପ୍ତ କୁମାର ଘଡେଇ), କଟକ : ଆଜି କଟକ ଜିଲ୍ଲା ର ସ୍ଥାନୀୟ ଶିଶୁ ଭବନ ଠାରେ ଧରା ପଡିଲା ନାଲୁଆ l (ସୋମ ନାଥ ନାୟକ) ବାପା ଲେଟ ବିଶ୍ୱ ନାଥ ନାୟକ କାଫଲା ବଜାର ହରିଜନ ସାହି ର ଏଇ ଦୁର୍ବୁତ୍ତ ତାକୁ ଲାଲବାଗ ପୁଲିସ ଶିଶୁଭବନ ମେଡିକାଲ ରୁ ଧରି ଥିବା ଜଣା ପଡିଛି l ଏବଂ ତାକୁ ପି ଏସ୍ କେସ ନମ୍ବର – 24 under section 379 IPC ଧାରା ରେ କୋର୍ଟ ଚାଲାଣ କରାଯାଇଛି. ନାଲୁଆ ନାଁ ରେ ବହୁତ୍ ଚୋରି କେସ ଥିବା ଜଣାଯାଇଛି ସେ ଏକ ଧୂରନ୍ଧର ଚୋର। ଲୋକ ଙ୍କ ମୋବାଇଲ ଟଙ୍କା ଭଳି ବହୁ ମୂଲ୍ୟ ବାନ୍ ଜିନିଷ ଚୋରି କରି ବାରେ ମାଷ୍ଟର। କିନ୍ତୁ ଆଜି ପୁଲିସ ହାତ ରେ ଧରା ପଡି ଯାଇଛି ଜେଲ l ଖବର ନେବା ରେ ଜଣା ପଡିଛି ଯେ ଲାଲବାଗ୍ ଥାନା ଅଫିସର ଏ ସ୍ ଆଇ Mr ଏସ୍ ଏନ୍ ମାରାଣ୍ଡି (S. N. Marandi) ତାଙ୍କୁ ଚୋରି କରୁଥିବା ସମୟରେ ଧରି ଦଫା ଲଗେଇ କୋର୍ଟ ଚାଲାଣ କରିଛନ୍ତି l



