Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39
ଚାରି ଜଣ ସଦସ୍ୟଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଅବସରରେ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ - Jagrat Bharat News

ଚାରି ଜଣ ସଦସ୍ୟଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଅବସରରେ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

ଚାରି ଜଣ ସଦସ୍ୟଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଅବସରରେ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

 

 

 

ଜେ ବି ଏନ, ୦୯/୦୨ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ : ଆମର ଚାରିଜଣ ସାଥୀ, ଯେଉଁମାନେ ଏହି ଗୃହରେ ଗୌରବ ଆଣଛନ୍ତି, ଗୃହରେ ସ୍ପନ୍ଦନ ଭରିଛନ୍ତି ଏବଂ ଗୃହ ମାଧ୍ୟମରେ ଜନସେବାରେ ନିୟୋଜିତ ହୋଇଛନ୍ତି, ସେମାନଙ୍କ କାର୍ଯ୍ୟକାଳ ସମାପ୍ତ ହେତୁ ନୂତନ କାର୍ଯ୍ୟ ଆଡକୁ ପାଦ ରଖୁଛନ୍ତି ।

 

ଶ୍ରୀ ଗୁଲାମ ନବୀ ଆଜାଦ ଜୀ, ଶ୍ରୀ ସମଶେର ସିଂହ ଜୀ, ମୀର ମହମ୍ମଦ ଫିଆଜ ଜୀ, ନାଦିର ଅହମ୍ମଦ ଜୀ; ଆପଣଙ୍କର ଅଭିଜ୍ଞତା, ଜ୍ଞାନ, ଏବଂ ଦେଶର ଉପକାର ଏବଂ ନିଜ ନିଜ ଅଞ୍ଚଳର ସମସ୍ୟାର ସମାଧାନ ପାଇଁ ସର୍ବପ୍ରଥମେ ମୁଁ ଆପଣ ଚାରିଜଣଙ୍କୁ ଧନ୍ୟବାଦ ଦେଉଛି ।

 

ମୀର ମହମ୍ମଦ ଜୀ ଏବଂ ନାଜିର ଅହମ୍ମଦ ଜୀ ଏଭଳି ଦୁଇ ଜଣ ସଦସ୍ୟ – ସେମାନଙ୍କ ସମ୍ପର୍କରେ ଗୃହରେ ବହୁତ କମ୍ ଲୋକ ଧ୍ୟାନ ଦେଇଥିବେ, କିନ୍ତୁ ଏଭଳି କୌଣସି ଅଧିବେଶନ ନାହିଁ ଯେଉଁଥିରେ ସେମାନଙ୍କ ସହିତ ମୁଁ ମୋ ପ୍ରକୋଷ୍ଠରେ ବସି ବିଭିନ୍ନ ବିଷୟରେ ଶୁଣିବା ଓ ବୁଝିବାର ସୁଯୋଗ ପାଇନାହିଁ । ଏପରିକି କାଶ୍ମୀର ପ୍ରସଙ୍ଗରେ, ଯେତେବେଳେ ସେମାନଙ୍କ ସହ ବସିଥାଏ, ବେଳେବେଳେ ସେମାନେ ଯେତେବେଳେ ପରିବାର ସହିତ ଆସୁଥିଲେ, ସେ ମୋ ସାମ୍ନାରେ ଅନେକ ବିଷୟ ରଖୁଥିଲେ, ଯାହା ମୋ ପାଇଁ ବହୁତ ଉତ୍ସାହପୂର୍ଣ୍ଣ ଥିଲା, ଆମର ଦୁଇଜଣ ସାଥୀ ଯେଉଁମାନଙ୍କର କି ମୋ ସହିତ ବ୍ୟକ୍ତିଗତ ଭାବରେ ସମ୍ପର୍କ ଥିଲା ଏବଂ ଯେଉଁସବୁ ସୂଚନା ମୁଁ ପାଉଥିଲି ସେଥିପାଇଁ ମୁଁ ମୋର ହୃଦୟରୁ କୃତଜ୍ଞତା ଜଣାଉଛି ଏବଂ ମୁଁ ନିଶ୍ଚିତ ଯେ ସେମାନଙ୍କର ପ୍ରତିବଦ୍ଧତା ଏବଂ ଦକ୍ଷତା ଉଭୟ ଦେଶ ତଥା ବିଶେଷ କରି ଜାମ୍ମୁ କାଶ୍ମୀର ପାଇଁ କାମରେ ଆସିବ । ମୋର ପୂରା ବିଶ୍ୱାସ ଯେ ଦେଶର ଏକତା, ସୁଖ, ଶାନ୍ତି ଏବଂ ସମୃଦ୍ଧତା ବୃଦ୍ଧି କରିବାରେ ଉପଯୋଗୀ ହେବ ।

 

ଆମର ଜଣେ ସାଥୀ ସମଶେର ସିଂହ ଜୀ ଯାହାଙ୍କ ସହିତ କେତେ ବର୍ଷ କାମ କରିଥିବାର ମନେ ନାହିଁ, କାରଣ ମୁଁ ସଂଗଠନ ଜଗତରେ ଜଣେ ମଣିଷ ଥିଲି । ମୁଁ ଏହି କ୍ଷେତ୍ରରେ କାମ କରୁଥିଲି । ବହୁ ବର୍ଷ ଧରି ମୁଁ ଜାମ୍ମୁ କାଶ୍ମୀରରେ କାମ କରିବାର ସୁଯୋଗ ପାଇଥିଲି, ତେଣୁ ମୋର ସହକର୍ମୀ ଭାବରେ ଏକ ସ୍କୁଟରରେ ଯାତ୍ରା କରିବାର ସୁଯୋଗ ରହିଥିଲା । ଖୁବ୍ କମ୍ ବୟସରେ ଜରୁରୀକାଳୀନ ପରିସ୍ଥିତିରେ ଜେଲ୍ ଯାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ସମଶେର ସିଂହ ମଧ୍ୟ ଥିଲେ ଏବଂ ଏହି ଗୃହରେ ସମଶେର ଜୀଙ୍କର ଉପସ୍ଥିତି 96%, ଏହା ନିଜସ୍ୱ ; ଅର୍ଥାତ ଲୋକେ ତାଙ୍କୁ ଯେଉଁ ଦାୟିତ୍ୱ ଦେଇଥିଲେ ତାହାକୁ ଶତ ପ୍ରତିଶତ ନିଭାଇବାର ପ୍ରୟାସ । ତାଙ୍କର ମଧୁର କଥାବାର୍ତ୍ତା, ସରଳତା ଏବଂ ମୁଁ ବିଶ୍ୱାସ କରେ ଯେ ଜାମ୍ମୁ କାଶ୍ମୀରରୁ ଅବସର ନେଉଥିବା ଚାରିଜଣ ସମ୍ମାନିତ ସଦସ୍ୟଙ୍କ ପାଇଁ ତାଙ୍କ କାର୍ଯ୍ୟକାଳ ତାଙ୍କ ଜୀବନରେ ସର୍ବୋତ୍ତମ ଅଟେ କାରଣ ଇତିହାସ ଏକ ନୂତନ ମୋଡ଼ ବଦଳାଇଛି ଯାହାର ଏମାନେ ସାକ୍ଷୀ ହୋଇପାରିଛି । ଏହା ତାଙ୍କ ଜୀବନରେ ଏକ ବଡ ଘଟଣା ଅଟେ ।

 

 

 

ଶ୍ରୀ ଗୁଲାମ ନବୀ ଜୀ, ମୁଁ ଏଥିପାଇଁ ଚିନ୍ତିତ ଯେ ଗୁଲାମ ନବୀଙ୍କ ପରେ ଯିଏ ଏହି ପଦ ସମ୍ଭାଳିବେ ତାଙ୍କର ଗୁଲାମ ନବୀ ଜୀଙ୍କ ସହିତ ତାଳ ମେଳ ହେବା ପାଇଁ ଅନେକ ଅସୁବିଧା ହେବ । କାରଣ ଗୁଲାମ ନବୀ ଜୀ ତାଙ୍କ ଦଳ ବିଷୟରେ ଯେତିକି ଚିନ୍ତା କରୁଥିଲେ ଦେଶ ଏବଂ ଗୃହ ପାଇଁ ସମାନ ଭାବରେ ଚିନ୍ତିତ ଥିଲେ । ଏହା ଏକ ଛୋଟ କଥା ନୁହେଁ, ଏହା ଏକ ବହୁତ ବଡ କଥା, ନଚେତ୍‍ ବିରୋଧିଦଳ ନେତା ଭାବରେ ନିଜର ପ୍ରଧାନ୍ୟ ବିସ୍ତାର କରିବା, ଏହି ସମସ୍ତ ଲୋଭ କାହାର ବି ହୋଇପାରିବ । କିନ୍ତୁ ସେ ଗୃହରେ.. ମୁଁ ମଧ୍ୟ ଶରଦ ପାୱାରଙ୍କୁ ତାଙ୍କ ବର୍ଗରେ ରଖିଥିଲି, ସେ ସେହି ନେତାମାନଙ୍କ ମଧ୍ୟରୁ ଜଣେ ଯିଏ ଗୃହ ଏବଂ ଦେଶର ଚିନ୍ତାଧାରାକୁ ପ୍ରାଧାନ୍ୟ ଦେଇଥିଲେ, ଗୁଲାମ ନବୀଜୀ ଏହି କାମକୁ ଭଲଭାବେ ତୁଲାଇଛନ୍ତି ।

 

ମୋର ମନେ ଅଛି ମୁଁ ଏହି କରୋନା ମମୟରେ ଗୃହର ନେତାମାନଙ୍କର ଏକ ବୈଠକ କରୁଥିବାବେଳେ ସେହି ଦିନ ଗୁଲାମ ନବୀ ଜୀଙ୍କଠାରୁ ଏକ ଫୋନ୍‍ କଲ ଆସିଲା – ମୋଦୀଜୀ ଆପଣ ବୈଠକ କରୁଛନ୍ତି ଠିକ ଅଛି, କିନ୍ତୁ ଗୋଟିଏ କାମ କରନ୍ତୁ, ସମସ୍ତ ଦଳର ମୁଖ୍ୟଙ୍କ ବୈଠକ ଡାକନ୍ତୁ । ମୋତେ ଭଲ ଲାଗିଲା ଯେ ସେ ମୋତେ ଦଳର ନେତାଙ୍କ ସହ, ଦଳର ସମସ୍ତ ସଭାପତିଙ୍କ ସହ ବସିବାକୁ ପରାମର୍ଶ ଦେଇଥିଲେ ଏବଂ ମୁଁ ମଧ୍ୟ ସେହି ବୈଠକ କରିଥିଲି । ଗୁଲାମ ନବୀ ଜୀ ଙ୍କ ପରାମର୍ଶରେ ଏହା କରିଥିଲି ଏବଂ ମୋତେ ଏହା କହିବାକୁ ଦିଅନ୍ତୁ । ଏହାର ମୂଳ କାରଣ ହେଉଛି ଶାସକଦଳ ତଥା ବିରୋଧୀଦଳ ଉଭୟ ପକ୍ଷର ଅଭିଜ୍ଞତା ତାଙ୍କର ରହିଛି । 28 ବର୍ଷ କାର୍ଯ୍ୟକାଳ, ଏହା ଏକ ବଡ କଥା ।

 

ବହୁତ ଦିନ ତଳର କଥା, ବୋଧହୁଏ ଅଟଳଜୀଙ୍କ ସରକାର ସମୟର, ମୋର ମନେ ନାହିଁ, ମୁଁ କିଛି କାମ ପାଇଁ ଗୃହକୁ ଆସିଥିଲି । ମୁଁ ସେତେବେଳେ ରାଜନୀତିରେ ନଥିଲି, ଅର୍ଥାତ ଏହି ନିର୍ବାଚନ ରାଜନୀତିରେ ନଥିଲି, ମୁଁ ସଂଗଠନ ପାଇଁ କାମ କରୁଥିଲି । ତେଣୁ ମୁଁ ଏବଂ ଗୁଲାମ ନବୀ ଜୀ ଏମିତି ଲବିରେ ଗପସପ କରୁଥିଲୁ ଏବଂ ସାମ୍ବାଦିକମାନଙ୍କ ସ୍ୱଭାବ ଯେଭଳି ସେମାନେ ଲଗାତାର ଭାବେ ନଜର ରଖିଥାନ୍ତି କି ଏହି ଦୁଇଜଣଙ୍କ ମିଳନ କିପରି ହୋଇପାରିବ । ଆମେ ହସ ଖୁସିର ସହିତ କଥାବାର୍ତ୍ତା ହେଉଥିଲୁ ଏବଂ ଯେମିତି ପଦାକୁ ବାହାରିଲୁ ସାମ୍ବାଦିକମାନେ ଆମକୁ ଘେରି ଗଲେ । ଗୁଲାମ ନବୀ ଜୀ ବହୁତ ଭଲ ଉତ୍ତର ଦେଇଥିଲେ । ସେହି ଉତ୍ତର ଆମ ପାଇଁ ବହୁତ ଉପଯୋଗୀ ହେବାକୁ ଯାଉଛି । ସେ କହିଥିଲେ, ଭାଇ ତୁମେ ଆମକୁ ଖବରକାଗଜରେ କିମ୍ବା ଟିଭି ମିଡିଆରେ ଅଥବା ସାଧାରଣ ସଭାରେ ଲଢେଇ କରୁଥିବାର ଦେଖୁଛ, କିନ୍ତୁ ବାସ୍ତବରେ ଏହି ଛାତ ତଳେ ଆମ ଯେଭଳି ଗୋଟିଏ ପରିବାରର ପରିବେଶ ତାହା ଅନ୍ୟ କୌଣସି ଠାରେ ନାହିଁ । ଆମର ଏତେ ସ୍ନେହ, ଏତେ ସୁଖ ଦୁଃଖ ଅଛି । ଏହି ଉତ୍ସାହ ରହିଛି ତାହା ନିଜ ଭିତରେ ବହୁତ ବଡ କଥା ଅଟେ ।

 

ଗୁଲାମ ନବୀ ଜୀଙ୍କ ରୁଚି ବିଷୟରେ ବୋଧହୁଏ ଖୁମ୍‍ କମ୍‍ ଲୋକ ଜାଣିଥିବେ ଏବଂ ଯଦି କେବେ ତାଙ୍କ ସହିତ ବସିବେ ତ ଜାଣିପାରିବେ । ଆମେ ସରକାରୀ ବଙ୍ଗଳାରେ ରହିଲେ, ବଙ୍ଗଳାର କାନ୍ଥ, ଆମର ସୋଫାସେଟ, ଏହାର ଆଖପାଖରେ ଆମର ମନ ରହିଥାଏ, କିନ୍ତୁ ଗୁଲାମ ନବୀ ଜୀ ସେହି ବଙ୍ଗଳାରେ ଯେଉଁ ଉଦ୍ୟାନ ତିଆରି କରିଛନ୍ତି, ଏହା ଏକ ପ୍ରକାର କାଶ୍ମୀର ଉପତ୍ୟକାକୁ ମନେ ପକାଇ ଦେଇଥାଏ । ଏବଂ ଏହା ପାଇଁ ସେ ମଧ୍ୟ ଗର୍ବିତ, ସେ ସମୟ ଦିଅନ୍ତି, ନୂତନ ଜିନିଷ ଯୋଗ କରନ୍ତି ଏବଂ ପ୍ରତିଥର ପ୍ରତିଯୋଗିତାରେ ତାଙ୍କର ବଙ୍ଗଳା ପ୍ରଥମ ସ୍ଥାନ ଅଧିକାର କରିଥାଏ । ଅର୍ଥାତ ନିଜର ସରକାରୀ ସ୍ଥାନକୁ କେତେ ଭଲପାଇବାର ସହ ସମ୍ଭାଳନ୍ତି, ଯେଭଳି ନିଜେ ଏହାକୁ ସମ୍ଭାଳିଛନ୍ତି ।

 

ଯେତେବେଳେ ଆପଣ ମୁଖ୍ୟମନ୍ତ୍ରୀ ଥିଲେ, ମୁଁ ମଧ୍ୟ ଏକ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିଲି । ସେହି ସମୟରୁ ଆମର ଅତି ନିବିଡତା ରହିଛି । ବୋଧହୁଏ ଏଭଳି କୌଣସି ଘଟଣା ମିଳିବନାହିଁ ଯେଉଁଥିରେ ଦୁଇ ଜଣଙ୍କ ମଧ୍ୟରେ ସମ୍ପର୍କର ସେତୁ ନଥିବ । ଥରେ ଗୁଜୁରାଟରୁ ଯାତ୍ରୀ, କାରଣ ଜାମ୍ମୁ କାଶ୍ମୀରର ବହୁ ସଂଖ୍ୟକ ପର୍ଯ୍ୟଟକ ଗୁଜୁରାଟରୁ ଆସିଥାନ୍ତି – ସେମାନଙ୍କ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ପାଖାପାଖି ଆଠ ଜଣଙ୍କର ମୃତ୍ୟୁ ଘଟିଥିଲା । ସର୍ବପ୍ରଥମେ, ଗୁଲାମ ନବୀ ଜୀଙ୍କଠାରୁ ମୋତେ ଫୋନ ଆସିଲା ଏବଂ ସେହି ଫୋନ୍ କେବଳ ସୂଚନା ଦେବା ପାଇଁ ନଥିଲା । ଫୋନରେ କଥାବାର୍ତ୍ତା ସମୟରେ ତାଙ୍କ ଲୁହ ବନ୍ଦ ହେଉ ନଥିଲା । ସେହି ସମୟରେ ପ୍ରଣବ ମୁଖାର୍ଜୀ ପ୍ରତିରକ୍ଷା ମନ୍ତ୍ରୀ ଥିଲେ । ମୁଁ ତାଙ୍କୁ ଫୋନ କଲି, ମୁଁ କହିଲି- ସାର୍‌, ମୃତ ଦେହଗୁଡିକୁ ଆଣିବାପାଇଁ ଯଦି ସେନାର ବିମାନ ମିଳେ, ତେବେ ବିଳମ୍ବିତ ରାତି ହୋଇଯାଇଥିଲା । ଶ୍ରୀ ମୁଖାର୍ଜୀ କହିଥିଲେ, ଚିନ୍ତା କର ନାହିଁ, ମୁଁ ବ୍ୟବସ୍ଥା କରୁଛି । କିନ୍ତୁ ରାତିରେ ପୁଣି ଥରେ ଗୁଲାମ ନବୀ ଜୀଙ୍କ ଫୋନ୍‍ ଆସିଲା – ସେ ବିମାନବନ୍ଦରରେ ଥିଲେ । ସେଦିନ ରାତିରେ ସେ ମୋତେ ବିମାନବନ୍ଦରରୁ ଫୋନ୍‍ କରିଥିଲେ ଯେମିତି ନିଜର ପରିବାର ସଦସ୍ୟଙ୍କ ଚିନ୍ତା କରନ୍ତି, ଠିକ୍‍ ସେହିଭଳି ଚିନ୍ତା ।

 

 

 

ପଦ, କ୍ଷମତା ଜୀବନରେ ଆସିଥାଏ, କିନ୍ତୁ ଏହାକୁ କିପରି ହଜମ କରାଯାଏ… ଏହା ମୋ ପାଇଁ ଏକ ଅତ୍ୟନ୍ତ ଭାବପ୍ରବଣ ମୁହୂର୍ତ୍ତ ଥିଲା । ପରଦିନ ସକାଳେ ଫୋନ୍‍ ଆସିଲା କି ସମସ୍ତ ଲୋକ ପହଞ୍ଚି ଗଲେ ? ତେଣୁ, ଜଣେ ବନ୍ଧୁ ଭାବରେ, ମୁଁ ଘଟଣା ଏବଂ ଅନୁଭୂତି ଆଧାରରେ ଗୁଲାମ ନବୀ ଜୀଙ୍କୁ ସମ୍ମାନ କରେ ଏବଂ ମୁଁ ନିଶ୍ଚିତ ଯେ ତାଙ୍କର ଭଦ୍ରତା, ନମ୍ରତା, ଏହି ଦେଶ ପାଇଁ କିଛି କରିବାର ଇଚ୍ଛା, ତାହା କଦାପି ତାଙ୍କୁ ଶାନ୍ତିରେ ବିଶ୍ରାମ ନେବାକୁ ଦେବ ନାହିଁ । ଏବଂ ମୋର ଦୃଢ ବିଶ୍ୱାସ ଯେ ଯେକୌଣସି ଦାୟିତ୍ୱ ସେ ଯେଉଁଠାରେ ବି ସମ୍ଭାଳିବେ, ସେ ନିଶ୍ଚିତ ଭାବରେ ମୂଲ୍ୟ ଯୋଗ କରିବେ, ଯୋଗଦାନ କରିବେ ଏବଂ ଦେଶ ତାଙ୍କ ଦ୍ୱାରା ଉପକୃତ ହେବ । ତାଙ୍କ ସେବା ପାଇଁ ମୁଁ ପୁଣି ଥରେ ତାଙ୍କୁ ଧନ୍ୟବାଦ ଦେଉଛି । ଏବଂ ବ୍ୟକ୍ତିଗତ ଭାବରେ ମୁଁ ସେମାନଙ୍କୁ ଅନୁରୋଧ କରିବି ଯେ ଆପଣ ଆଉ ଏହି ଗୃହରେ ନାହାଁନ୍ତି ବୋଲି କେବେ ହେଲେ ମନରେ ଭାବନ୍ତୁ ନାହିଁ । ଆପଣଙ୍କ ପାଇଁ ଦ୍ୱାର ସବୁବେଳେ ଖୋଲା ଅଛି । ସମସ୍ତ ଚାରିଜଣ ସଦସ୍ୟଙ୍କ ପାଇଁ ଖୋଲା । ଆପଣଙ୍କର ଚିନ୍ତାଧାରା, ଆପଣଙ୍କ ପରାମର୍ଶ, କାରଣ ଦେଶ ପାଇଁ ସବୁକିଛି ଗୁରୁତ୍ୱପୂର୍ଣ୍ଣ । ଏହି ଅଭିଜ୍ଞତା ବହୁତ ଉପଯୋଗୀ । ମୁଁ ଏହା ଆଶା ଜାରି ରଖିବି । ମୁଁ ଆପଣଙ୍କୁ ଅବସର ନେବାକୁ ଦେବି ନାହିଁ । ପୁଣି ଥରେ ଅନେକ ଅନେକ ଶୁଭେଚ୍ଛା । ଏହା ସହିତ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

 

 

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech