ଡିଜେ ବାଜା ପୁଣି ବାଜିଲା ଢେଙ୍କାନାଳରେ

ଜେଏନ୍ (୦୩ /୦୨ /୨୦୨୧), (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ଆଜି ୧୦ ମାସ ପରେ ବେଣ୍ଡ ପାର୍ଟି ଓ ଡିଜେ ର ଶବ୍ଦ ଶୁଣାଯାଇଛି। ପୂର୍ବରୁ ସରକାରଙ୍କ କୋଭିଡ କଟକଣା ହେତୁ ବେଣ୍ଡ ପାର୍ଟି ଓ ଡିଜେ କୁ (ବନ୍ଦ) କରାଯାଇଥିଲା। ଦୀର୍ଘ ଦିନ ପରେ ଏହାର ଅବସାନ ଘଟିଥିଲା ଓ ପୁନଃ ଡିଜେ ଶବ୍ଦ ଓ ବେଣ୍ଡ ପାର୍ଟି ବାଯାର ଶବ୍ଦ ତରଙ୍ଗରେ କୋଲାହିତ ହେଲା – ଢେଙ୍କାନାଳ ସହର।




