
ପୂର୍ବତନ ନଗରପାଳିକା ଙ୍କ ଦେହାନ୍ତ ପାଇଁ ଶୋକ ପ୍ରାର୍ଥନା
ଜେ ବି ଏନ (ସୁଶାନ୍ତ କୁମାର /ଶୁଭମ ପାଣି) ୧୧/୦୨/୨୦୨୧ ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ର ପୂର୍ବତନ ନଗରପାଳିକା ଙ୍କ ଦେହାନ୍ତ। ସୂଚନା ମୁତାବକ ପୂର୍ବତନ ନଗରପାଳିକା ଶ୍ରୀମତି କୁନ୍ତଳା ଦଳାଇ ଙ୍କ ୭୨ ବର୍ଷ ବୟସ ରେ ନିଜର ବାସଭବନ ବାଇଚୋକ୍ ରେ ହୃଦଘାତ ରେ ମୃତ ହୋଇଅଛି।

ତାଙ୍କର୍ ମୃତ ବେଳକୁ ତାଙ୍କ ନିକଟରେ ସହ ପରିବାର ଉପସ୍ଥିତ ଥିଲେ। ତାଙ୍କର ଆତ୍ମା ର ସଦ୍ଗତିଃ ପାଇଁ ପୌର ନିର୍ବାହୀ ଅଧିକାରୀ ଶ୍ରୀ ଅତନୁ କୁମାର ସାମନ୍ତ ଙ୍କ ନେତୃତ୍ବରେ ସମସ୍ତ କର୍ମଚାରୀ ନିଜର କାର୍ଯ୍ୟାଳୟ ପରିସରରେ ୨ ମିନିଟ ର ଶୋକ ପ୍ରାର୍ଥନା କରିଥିଲେ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-3-scaled.jpg)


