ସାହ୍ଳେପାଲି ଗ୍ରାମ ରେ ଉଜ୍ବଳା ଯୋଜନା କାର୍ଯ୍ଯକ୍ରମ

ଜେ ବି ଏନ, ୧୯/୦୨ /୨୦୨୧, (ରିପୋର୍ଟ, ବିନୋଦ କୁମାର ନାୟକ), ବରଗଡ଼ :ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଉଜ୍ବଳା ଯୋଜନା ମାଧ୍ୟମରେ ମାଗଣା ଗ୍ଯାସ ବିତରଣ କରିବା ସକାଶେ ଅମ୍ବାଭୋନା ବ୍ଳକ ଉଜ୍ବଳା ଯୋଜନା ର ବ୍ଳକ ସଂଯୋଜକ ଜିତେନ ମାନିକପୁରୀ ନେତୃତ୍ଵରେ ଶୁଭାରମ୍ଭ କରିଛନ୍ତି । ବିଗତ କରୋନା ମହାମାରୀ ଯୋଗୁଁ ସାହ୍ଳେପାଲି ଗ୍ରାମ ର ବହୁ ଗରିବ ଅସହାୟ ଗ୍ଯାସ ସିଲଣ୍ତର ପାଇବାରେ ବଞ୍ଚିତ ହୋଇଥିବା ଗ୍ରାମବାସୀ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ସାହ୍ଳେପାଲି ଗ୍ରାମ ର ଚମ୍ଫାବତୀ ବେହେରା,ରାଧା ସିଦାର,ସନ୍ତୋଷୀ ସିଦାର,ରାଜକୁମାରୀ ବେହେରା,ହେମକୁଏଁର ବେହେରା,ଗୁରୁବାରୀ ଭୋଇ,ରଥବାଇ ଭୋଇ,ଚମ୍ଫାବତୀ ଗୁରୁ,ପୁନୀ ବତୀ ସୁନା,ଦେବକୀ ଙ୍କସା,ସକ୍ରାବତୀ ଭୋଇ ଆଦି ନୂତନ ହିତାଧିକାରୀଙ୍କୁ କରାଯିବାକୁ ସାମିଲ କରି ମାଗଣା ଗ୍ଯାସ ବିତରଣ କରିବା ସକାଶେ ପ୍ରକାଶ କରିଥିଲେ । ଏହି ଉଜ୍ବଳା ଯୋଜନା କାର୍ଯ୍ଯକ୍ରମ ରେ ଉଜ୍ବଳ ଦିଦି କାମିନୀ ନାୟକ,ସ୍ବାଗତିକା ପଟେଲ,ତୁଲାରାମ ସିଦାର,ସ୍ବେଚ୍ଛାସେବୀ କ୍ରିଷ୍ଣା ରାଓ ପରିଚାଳନା ରେ ସହଯୋଗ କରିଥିଲେ ।



