ଢେଙ୍କାନାଳ କୁଞ୍ଜକାନ୍ତ ଠାରେ ନୂତନ ଭାବେ ଖୋଲିଲା ସ୍ମାର୍ଟ ପଏଣ୍ଟ

ଜେ. ବି. ଏନ୍ (୧୯ /୦୨ /୨୦୨୧, ରିପୋର୍ଟ, ସୁଶାନ୍ତ କୁମାର ସାମଲ) ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା କୁଞ୍ଜକାନ୍ତ ଠାରେ ନୂତନ ଭାବେ ଖୋଲିଲା ସ୍ମାର୍ଟ ପଏଣ୍ଟ ଏହାକୁ ଉଦଘାଟନ କରିଥିଲେ, ଡ. ଯୋଗେଶ୍ଵର ମୁଳିଆ ଓ ଶ୍ରୀଯୁକ୍ତ ବିଭୂତି ଭୂଷଣ ପଟ୍ଟନାୟକ। ଶ୍ରୀଯୁକ୍ତ ଶଶି ଭୂଷଣ ଦାସ, ଶ୍ରୀଯୁକ୍ତ ମହେଶ୍ ଚନ୍ଦ୍ର ପତି ଓ ଢେଙ୍କାନାଳ ସହରର ବହୁ ମାନ୍ୟ ବ୍ୟକ୍ତି ଯୋଗଦାନ କରି ସକାଳ ୧୦ ଘ. ସମୟରେ ଉଦଘାଟନ କରିଥିଲେ। ଡ. ମୁଳିଆ ଏହି ଅନୁଷ୍ଠାନ ଲୋକଙ୍କର ଉପକାର ଓ ୫%କମ୍ ରେ ରିହାତି ରେ ମିଳିବ ସାମଗ୍ରୀ ଗୋଟିଏ ଛାତ ତଳେ ଅଶୋକ ଦାସ ମତ ଦିଅନ୍ତି, ସାଧାରଣ ଦୋକାନ ଅପେକ୍ଷା କମ୍ ଦାମ୍ ରେ ଏହି ସପିଂ ମଲ କାର୍ଯ୍ୟରେ ଆସିବ ଓ ଢେଙ୍କାନାଳ ବାସୀ ଉପକୃତ ହୋଇପାରିବେ।



