ହିନ୍ଦୋଳ N.A. C ର ବଡା ଖାନା ଶୁଭ ଉଦଘାଟନ ଓ ସ୍ଵଛ ସାଥୀ ଙ୍କୁ ପୁରସ୍କୃତ ଉତ୍ସବ

ଜେ ବି ଏନ, ୨୪/୦୨ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ମହାପାତ୍ର), ଢେଙ୍କାନାଳ : ଆଜି ବଡାଖାନା ର ଶୁଭ ଉଦଘାଟନ ମୁହୂର୍ତ୍ତ ପୂର୍ବରୁ ହିନ୍ଦୋଳ ସଭା ଗୃହ ରେ ସ୍ୱଚ୍ଛ ସାଥୀଙ୍କୁ ପୁରଶୃତ ଉତ୍ସା୍ଵ ଅନୁଷ୍ଠିତ ହୋଇ ଯାଇଛି l ଏଥି ନିମିତ୍ତ ଆୟୋଜିତ ସଭାରେ ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ଉଦୟ କୁମାର ମହାପାତ୍ର, N A C ଚେୟାରମ୍ୟାନ ରିନା ବେହେରା, ତହସିଲଦାର ସୁଶାନ୍ତ ମିଶ୍ର ଓ ଉପଖଣ୍ଡ ଚିକିତ୍ସାଧିକାରୀ ସୁଧାଂଶୁ ମିଶ୍ର ଯୋଗ ଦେଇଥିଲେ l N A C ନିର୍ବାହୀ ଅଧିକାରୀ ଗଜାନନ ପ୍ରଧାନ ସଭା ପରିଚାଳନା କରଥିଲେ l ପ୍ରଶାନ୍ତ ଗୋଛାୟତ, ରମେଶ ଗୋଛାୟତ ଓ ବବିତା ଗୋଛାୟତ ଙ୍କୁ ଶ୍ରେଷ୍ଠ ସ୍ୱଚ୍ଛ ସାଥୀ ରୂପେ ପୁରସ୍କୃତ କରାଯାଥିଲା l କାର୍ଯ୍ୟାଳୟ ଠାରେ ବଡାଖାନା କୁ ଅନୁଷ୍ଠାନିକ ଭାବେ ଅଧକ୍ଷା ଶୁଭାରମ୍ଭ କରିଥିଲେ l





