ଯାତ୍ରୀବାହୀ ବସ୍ ଓଲଟି : ୬ ଗୁରୁତର, ୨୦ରୁ ଅଧିକ ଆହତ

ଜେ ବି ଏନ, ୪/୩/୨୦୨୧ (ରିପୋର୍ଟ, ମଦନ ସାହୁ), ଅନୁଗୋଳ : ଘାଟିରେ ଓଲଟିଲା ବସ୍। ଆନନ୍ଦପୁର କରଞ୍ଜିଆ ରାସ୍ତା ସାତକୋଶିଆ ଘାଟିରୁ ଏକ ଯାତ୍ରୀବାହୀ ବସ୍ ଓଲଟି ପଡିଛି। ଦୁର୍ଘଟଣାରେ ୬ ଗୁରୁତର, ୨୦ରୁ ଅଧିକ ଆହତ ହୋଇଛନ୍ତି। ସମସ୍ତ ଗୁରୁତର ଓ ଆହତ ଯାତ୍ରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି l


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-25-scaled.jpg)

