ଦିଲ୍ଲୀ ରେ ଆରମ୍ଭ ହେଲା ବାଇକ୍-ଟାକ୍ସି ଆପ୍ ରାଇଡ଼ୋ


ଜେ ବି ଏନ, ୦୯/୦୩ /୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), ନୂଆଦିଲ୍ଲୀ : ମହିଳା ମାନଙ୍କ ସୁରକ୍ଷା ପାଇଁ ଦିଲ୍ଲୀ ଏନସିଆର ରେ ଆରମ୍ଭ ହୋଇଛି ବାଇକ୍ ଟାକ୍ସି ଆପ୍ ରାଇଡୋ । HLW Cat Sonices Pvt. Ltd ର ସିସ୍ଟର କମ୍ପାନୀ ରାଇଡୋ। ଏହି ଅବସରରେ ଅତିଥିମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ପୂର୍ବତନ ଡି ସି ପି ଦିଲ୍ଲୀ, ଜ୍ଞାନେନ୍ଦ୍ର ସିଂହ ଅହ୍ବାନ, ଶ୍ରୀମତୀ ଚାରୁପ୍ରଜ୍ଞାଂ ବିଜେପି ନେତ୍ରୀ, ଏମ୍ ଡି, (ଏନଜିଓ) ସମାଜସେବୀ ଶ୍ରୀମତୀ ରାନୀ ପଟେଲ, ମାଭାଈନା ମାନସି, ତୃପ୍ତି ରଞ୍ଜନ ଦାସ Chairman of Hlw and rideo tech. Private Ltd. ପ୍ରମୂଖ ଏହି ଉଦଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ l



