କୀଡୀନି ରୋଗରେ ପୀଡିତା ଚିକିସ୍ଥା ନିମନ୍ତେ ଅର୍ଥ ସାଜିଛି ବାଧକ

(ଜେ ବି ଏନ /ସୁବ୍ରତ କୁମାର) ୧୦/୦୩/୨୦୨୧ ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଗଡ଼ପଳାଶୁଣୀ ପଞ୍ଚାୟତ ର ବସନ୍ତ ବେହେରା ପିତା ଭୋଳେଶ୍ୱର ବେହେରା ବୟସ (୫୧)ଆଜିକୁ ଛଅ ମାସ ହେଲାଣି କୀଡୀନି ରୋଗରେ ପଡିଛନ୍ତି। ଗରିବ ପରିବାର ବସନ୍ତ ବେହେରା ଦିନମଜୁରୀ କରି ପରିବାର ପ୍ରତିପୋଷଣ କରନ୍ତି। କିନ୍ତୁ ଅର୍ଥଭାବରୁ ସ୍ତ୍ରୀ ବାସନ୍ତୀ ବେହେରା ଭାଙ୍ଗିପଡିଛନ୍ତି ଗୋଟେ ପୁଅ ଏବଂ ଝିଅ। ଝିଅକୁ ବିବାହ କରି ସାରିଛନ୍ତି ପୁଅର ବୟସ ୧୬ବର୍ଷ ଓ ଦଶମ ପାସ କରି ଘରେ ଅଛନ୍ତି। ଇଛା ଥିଲେ ମଧ୍ୟ ଅର୍ଥଭାବ ଯୋଗୁଁ ପଢିପାରିନାହାନ୍ତି। ଏମିତି କି ପୀଡ଼ିତାଙ୍କ ସ୍ତ୍ରୀ ବାସନ୍ତୀ ବେହେରା ସରକାରଙ୍କ ପାଖରେ ଗୁହାରି କରିଛନ୍ତି କିଛି ସରକାରୀ ସହାୟତା ମିଳିଲେ ଚିକିତ୍ସା କରିବେ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-17.jpg)
