ନାବାଳିକାର ଦୁଃସାଧ୍ୟ ଖେଳ ରୋକିବାକୁ ପ୍ରଶାସନ ନିକଟରେ ଦାବି

ଜେ ବି ଏନ, ୧୨/୦୩/୨୦୨୧, (ରିପୋର୍ଟ, ସରୋଜ କୁମାର ସାହୁ), ଯାଜପୁର : ଯାଜପୁର ଜିଲ୍ଲାର ଜିଲ୍ଲାପାଳ ଙ୍କ ଅଫିସ ନିକଟ ମେଡିକାଲ ପାଖରେ ଏକ ନାବାଳିକା ଙ୍କ ଦୁଃସାଧ୍ୟ ଖେଳ କରୁଚି, ଅଥଚ ପ୍ରଶାସନ ପାଖରେ ଖବର ଅଛିକି ନାହିଁ ଜଣାନାହିଁ। ଏଭଳି ଖେଳ ଦୁଃସାଧ୍ୟ ଖେଳ। ଯଦି ସେ ନାବାଳିକା ର କିଛି ହେବ କିଏ ଦାୟୀ ହେବ । ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୁଷ୍ଟୀ ଦେବାକୁ ଦାବି ହେଉଛି l
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-17-scaled.jpg)


