ସୁରକ୍ଷିତ ଭାରତ ଫେରିଲା ଅପହୃତ ନାବାଳିକା
ଜେ ବି ଏନ, ୧୩/୦୩ /୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), ନୂଆଦିଲ୍ଲୀ : ଭାରତୀୟ ସୀମା ସୁରକ୍ଷା ବଳ (ବିଏସଏଫ) ଏବଂ ବାଂଲାଦେଶର ସୀମା ସୁରକ୍ଷା ବଳର ମିଳିତ ଉଦ୍ୟମ ଯୋଗୁ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାର ସୀମାନ୍ତ ଗ୍ରାମ ତାରଲିର ଜଣେ ନାବାଳିକାକୁ ସୁରକ୍ଷିତ ଭାବେ ଭାରତକୁ ଫେରାଇ ଆଣିବାରେ ସଫଳ ହୋଇଛି।
ବିଏସଏଫ ପକ୍ଷରୁ ସୂଚନା ଅନୁଯାୟୀ, ସଂପୃକ୍ତ ନାବାଳିକା ଜଣକ ଜଣେ ବାଂଲାଦେଶୀ ନାଗରିକଙ୍କ ପ୍ରେମରେ ପଡ଼ିଥିଲେ ଏବଂ ମାର୍ଚ୍ଚ ୭ରେ ତାଙ୍କ ସହ ବାଂଲାଦେଶ ପଳାଇ ଯାଇଥିଲେ କିନ୍ତୁ କିଛି ଗ୍ରାମବାସୀ ସେହି ନାବାଳିକାକୁ ଅପହରଣ କରାଯାଇଥିବା କହିଥିଲେ। ବିଏସଏଫ ୧୧୨ ବାଟାଲିୟନର କମାଣ୍ଡିଂ ଅଫିସର ଅରୁଣ କୁମାର ଏହି ସୂଚନା ପାଇବା ପରେ, ସେ ତୁରନ୍ତ ବାଂଲାଦେଶ ସୀମା ସୁରକ୍ଷା ବିଭାଗର କମାଣ୍ଡିଂ ଅଫିସରଙ୍କ ସହ ଯୋଗାଯୋଗ କରି ବାଂଲାଦେଶୀ ନାଗରିକଙ୍କ ଦ୍ୱାରା ଜଣେ ଭାରତୀୟ ନାବାଳିକା ଅପହରଣ ବିଷୟରେ ସୂଚନା ଦେଇଥିଲେ।
[13/03, 21:30] Pradeep Kandi Cuttack: ଭାରତୀୟ ସୀମା ସୁରକ୍ଷା ବଳ (ବିଏସଏଫ) ଏବଂ ବାଂଲାଦେଶର ସୀମା ସୁରକ୍ଷା ବଳର ମିଳିତ ଉଦ୍ୟମ ଯୋଗୁ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାର ସୀମାନ୍ତ ଗ୍ରାମ ତାରଲିର ଜଣେ ନାବାଳିକାକୁ ସୁରକ୍ଷିତ ଭାବେ ଭାରତକୁ ଫେରାଇ ଆଣିବାରେ ସଫଳ ହୋଇଛି।
ବିଏସଏଫ ପକ୍ଷରୁ ସୂଚନା ଅନୁଯାୟୀ, ସଂପୃକ୍ତ ନାବାଳିକା ଜଣକ ଜଣେ ବାଂଲାଦେଶୀ ନାଗରିକଙ୍କ ପ୍ରେମରେ ପଡ଼ିଥିଲେ ଏବଂ ମାର୍ଚ୍ଚ ୭ରେ ତାଙ୍କ ସହ ବାଂଲାଦେଶ ପଳାଇ ଯାଇଥିଲେ କିନ୍ତୁ କିଛି ଗ୍ରାମବାସୀ ସେହି ନାବାଳିକାକୁ ଅପହରଣ କରାଯାଇଥିବା କହିଥିଲେ। ବିଏସଏଫ ୧୧୨ ବାଟାଲିୟନର କମାଣ୍ଡିଂ ଅଫିସର ଅରୁଣ କୁମାର ଏହି ସୂଚନା ପାଇବା ପରେ, ସେ ତୁରନ୍ତ ବାଂଲାଦେଶ ସୀମା ସୁରକ୍ଷା ବିଭାଗର କମାଣ୍ଡିଂ ଅଫିସରଙ୍କ ସହ ଯୋଗାଯୋଗ କରି ବାଂଲାଦେଶୀ ନାଗରିକଙ୍କ ଦ୍ୱାରା ଜଣେ ଭାରତୀୟ ନାବାଳିକା ଅପହରଣ ବିଷୟରେ ସୂଚନା ଦେଇଥିଲେ।
.. ଉଭୟ ଦେଶର ସୀମା ସୁରକ୍ଷା ବଳଙ୍କ ଅକ୍ଲାନ୍ତ ଉଦ୍ୟମ ଫଳରେ ଅପହୃତ ହୋଇଥିବା ନାବାଳିକା ନିରାପଦ ଫେରିବାରେ ସକ୍ଷମ ହୋଇଥିଲା ଏବଂ ଅପହରଣ ହୋଇଥିବା ନାବାଳିକାର ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଉଭୟ ଦେଶର ସୀମା ସୁରକ୍ଷା ବଳ ଖୁବ୍ କମ୍ ସମୟ ମଧ୍ୟରେ ମାନବିକତା ଦୃଷ୍ଟିରୁ ପଦକ୍ଷେପ ନେଇଥିବାରୁ ସେମାନଙ୍କୁ ପ୍ରଶଂସା କରାଯାଇଛି।
ବିଏସଏଫ ୧୧୨ ବାଟାଲିୟନର କମାଣ୍ଡିଂ ଅଫିସର ଅରୁଣ କୁମାର କହିଛନ୍ତି ଯେ ଅପହୃତ ହୋଇଥିବା ଝିଅର ପିତା ପୂର୍ବରୁ ରୂପା ଚୋରା କାରବାରରେ ସମ୍ପୃକ୍ତ ଥିଲେ ଏବଂ ଏଥିପାଇଁ ତାଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ ଓ ସେ ଏବେ ଜେଲରେ ଅଛନ୍ତି କିନ୍ତୁ ମାନବିକତା ପାଇଁ ନିଜର ମୂଲ୍ୟବୋଧ ପ୍ରଦର୍ଶନ କରୁଥିବା ବିଏସଏଫ କର୍ମଚାରୀମାନେ ତାଙ୍କ ନାବାଳିକା ଝିଅକୁ ଦେଶକୁ ଫେରାଇ ଆଣିବାକୁ ସବୁ ଉଦ୍ୟମ କରିଥିଲେ। ଝିଅର ପରିବାର ବିଏସଏଫକୁ ନିଜ ଝିଅର ନିରାପଦ ତଥା ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ କୃତଜ୍ଞତା ଜଣାଇଛନ୍ତି।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-17-scaled.jpg)