Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39
ଢେଙ୍କାନାଳ : ଦୁର୍ଗାପ୍ରସାଦ ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ପାଇଁ ଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ - Jagrat Bharat News

ଢେଙ୍କାନାଳ : ଦୁର୍ଗାପ୍ରସାଦ ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ପାଇଁ ଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ 

ଢେଙ୍କାନାଳ : ଦୁର୍ଗାପ୍ରସାଦ ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ପାଇଁ ଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ 

 

 

ଜେ ବି ଏନ, ୧୫/୦୩ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ /ଶୁଭମ ପାଣି), ଢେଙ୍କାନାଳ :ଆଜି ଦୁର୍ଗାପ୍ରସାଦ ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ପାଇଁ ଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହୋଇଛନ୍ତି l ସେମାନେ ଏ ନେଇ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି l ସେମାନଙ୍କ ଦାବିପତ୍ର ମୁତାବକ ସେମାନେ କହିଛନ୍ତି ଯେ ଢେଙ୍କାନାଳ ଜିଲ୍ଲ ର ଉକ୍ତ ଗ୍ରାମଟିକୁ ରାଜା ସୁରପ୍ରତାପ ମହେନ୍ଦ୍ର ବାହାଦୁର ସ୍ଥାପନ କରିଅଛନ୍ତି । ଯାହାକି ଢେଙ୍କାନାଳ ଇତିହାସରୁ ଜଣାଯାଏ । ଆମ ଗ୍ରାମର ଲୋକସଂଖ୍ୟା ପ୍ରାୟ ୧୬୦୦ ହେବ ଏବଂ ଭୋଟର ପ୍ରାୟ ୧୦୦୦ ହେବ । ଆମ ଗ୍ରାମଟି ବର୍ତ୍ତମାନ ପଡା ଗ୍ରାମରେ ରହିଅଛି । ଏହାର ମୁଳ ରାଜସ୍ବ ଗ୍ରାମ ବନ୍ଧନୁଆର୍ଗ ଅଟେ । ଆମ୍ଭ ଗ୍ରାମରେ ଦୁଇଟି ୱାର୍ଡ ଅଛି । ଦୁଇଟି ଅଙ୍ଗନୱାଡି କେନ୍ଦ୍ର ଅଛି । ଏବଂ ୧୯୫୪ ମସିହାରୁ ଗୋଟିଏ ଉ.ପ୍ରା ସ୍କୁଲ ଅଛି । ଆଉ ମଧ୍ୟ ପ୍ରାୟ ୪୦ଟି ଏସ୍.ଏଚ୍.ଜି , ଗୁପ୍ ରହିଅଛି । ଆମ୍ଭ ଗ୍ରାମରେ ଦେବୋତର ବିଭାଗରୁ ଶ୍ରୀଶ୍ରୀ ରଘୁନାଥ ଜିଉ ମନ୍ଦିର ସ୍ଥାପନା ହୋଇଅଛି । ଯାହାକି ଉକ୍ତ ମନ୍ଦିରକୁ ଦେବୋତର ବିଭାଗ ପରିଚାଳନା କରୁଅଛି । ଉକ୍ତ ଗ୍ରାମରେ ଦେବୋତର ବିଭାଗର ଏକ ଖମାର ରହିଅଛି ଯାହାକି ଉକ୍ତ ଖମାର ର ନାମ ଦୁର୍ଗାପ୍ରସାଦ ଖମାର ଅଟେ । ଆମ୍ଭ ଗ୍ରାମରେ ଗ୍ରାମ ଦେବତୀ ମା ମଙ୍ଗଳାଙ୍କ ମନ୍ଦିର ଅଛି ଯାହାକି ପ୍ରତିବର୍ଷ ଚୈତ୍ର ପୂର୍ଣ୍ଣିମାରେ ଯାତ୍ରା ରୂପେ ପାଳନ କରାଯାଏ ଆଉ ମଧ୍ୟ ମା ଦକ୍ଷୀଣକାଳୀ , ମା କଳାପାଟ , ମା ଶାରଳା , ଶ୍ରୀ ଶ୍ରୀ ଶନିଶ୍ବର ମନ୍ଦିର ଏବଂ ଦୁଇଟି ଭାଗବତ ଘର ଅଛି । ଗ୍ରାମରେ ୪ଟି କ୍ଲବ ଘର ମଧ୍ୟ ଅଛି । ପ୍ରତିବର୍ଷ ଆମ ଗ୍ରାମରେ ଫୁଟୁବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୁଏ , ଆମ୍ଭ ଗ୍ରାମରେ ଶ୍ମଶାନ , ଜଙ୍ଗଲ ଏବଂ ଖେଳ ପଡିଆ ଯାହା ପ୍ରାୟ ୯.୦୦ ଏକର ଜାଗା ଅଛି । ଗ୍ରାମ ବସ୍ତି ହେଲା କାଳରୁ ଲୋକମାନେ ଉକ୍ତ ଜାଗାକୁ ବ୍ୟବହାର କରି ଆସୁଛନ୍ତି । ୧୯୮୦ ମସିହାରେ ଦେବୋତର ବିଭାଗ ଆମ୍ଭ ଗ୍ରାମ ଲୋକଙ୍କୁ ପ୍ରାୟ ୨୦ ଏକର ଜାଗାକୁ ପଟ୍ଟା ଦିଆଯାଇଅଛି । ଆୟ ଗ୍ରାମବାସୀ ବୃନ୍ଦ ଆନ୍ତ ଗ୍ରାମକୁ ରାଜସ୍ବ ମୌଳା କରିବା ପାଇଁ ୨୦୧୧ ମସିହାରେ ଆବେଦନ କରିଥିଲେ ମଧ୍ୟ ତାହା ଆପଣଙ୍କ ପାଖରେ ପଡିରହିଛି । ରାଜସ୍ୱ ମୌଜା କରିବା ପାଇଁ ଗ୍ରାମ ତରଫରୁ M.P , M.la ଙ୍କୁ ବାରମ୍ବାର ଲିଖିତ ଭାବରେ ଜଣାଇଲେ ମଧ୍ୟ ତାହା କିଛି ଫଳପ୍ରଦ ହେଉନାହିଁ ଏବଂ ଗ୍ରାମବାସିମାନେ ୫ ୬ ଥର ଲିଖିତ ଆକାରରେ ଆପଣଙ୍କୁ ଦେଇଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିଲା ନାହିଁ । ରାଜସ୍ୱ ମୌଜା କରିବା ନିମନ୍ତେ ଆସ୍ତେ ତା ୧୪.୦୪.୧ ୦୧୯ ରିଖରେ ୦ . TV , ତରଫରୁ ହେଉଥିବା ଜନମଂଚରେ ଜଣାଇ ଥିଲେ ଏବଂ ଭୋଟ୍‌ ବର୍ଜନ କରିବା ନିମନ୍ତେ ନିଷ୍ପତି ନେଇଥିଲେ । ଭୋଟ୍‌ ବର୍ଜନ କରିବା ନିମନ୍ତେ ଆମ ଗ୍ରାମବାସୀଙ୍କ ତରଫରୁ ସମସ୍ତ ପ୍ରଶାସନକୁ ଲିଖିତ ଭାବରେ ଜଣାଇଥିଲୁ । ଏହାପରେ ମାନନୀୟ ଜିଲ୍ଲାପାଳ ଏହାର ସମାଧାନ କରିବା ନିମନ୍ତେ ମୁନିସିପାଲିଟିର ଏକଜ୍ୟୁକୁଟର ଅଫିସର ଏବଂ ଢେଙ୍କାନାଳ ଅ.ପୂ.ଦା

ତହସିଲଦାରଙ୍କୁ ଗ୍ରାମକୁ ପଠାଇଥିଲେ । ଏବଂ ଗ୍ରାମ ସଭା ଜଳାଇ ଏହାର ସମାଧାନ କରିବା ନିମନ୍ତେ ଏକ ଲିଖିତ ଆକାରରେ ଦେଇଥିଲେ । ଗ୍ରାମବାସୀ ବୃନ୍ଦ ରାଜା ମୌଜା ହେବା ନିମନ୍ତେ ନିର୍ଭର ପ୍ରତିମୂର୍ତ୍ତି ପାଇଲା ପରେ ଗ୍ରାମର ସମସ୍ତ ଲୋକ ଭୋଟ ଦେଇଥିଲେ । ( ଯାହାକି ଶତକତା ୮୩ % ) ଆଜିକୁ ପ୍ରାୟ ପାଖାପାଖି ଦୁଇବର୍ଷ ବିତିଯାଇଥିଲେ ମଧ୍ୟ ପ୍ରଶାସନ ଆଉ କୌଣସି ପଦ କ୍ଷେପ ନେଇ ନାହାନ୍ତି । ଏଣୁ ଗ୍ରାମବାସୀମାନେ ବାଧ୍ୟ ହୋଇ ତ , ୧ ୫ , ୦୩ , ୨ ୦୨୧ ଦିନ ଢେଙ୍କାନାଳ ବାଳିଶୋକ ଛକ ଠାରୁ କଲେକ୍ଟରଙ୍କ ଅଫିସ୍ ପର୍ଯ୍ୟନ୍ତ ଏକ ବଡ ସୋଭାଯାତ୍ରା କରି କଲେକ୍ଟରଙ୍କ ପାଖରେ ଧାରଣା ଦେବେ ବୋଲି ସ୍ଥିରକଲେ । ଜିଲ୍ଲାପାଳ ଉକ୍ତ ଗ୍ରାମକୁ ରାଜା ମୌଜା ଘୋଷଣା ନ କରିବା ପର୍ଯ୍ୟନ୍ତ ଆମେ ଗ୍ରାମବାସୀବୃନ୍ଦ ତା , ୦୯ , ୦୪ , ୨୦୨୧ ରିଖ ଦିନ ଆମ୍ଭ ଗ୍ରାମର ରାଜ ରାସ୍ତାକୁ ଅବରୋଧ କରିବୁ ଏଥିରେ ଯାହା କ୍ଷୟ କ୍ଷତି ହେବ ତାହା ସରକାର ଓ ପ୍ରଶାସନ ଦାୟୀ ରହିବେ । ଆହୁରି ମଧ୍ୟ ଦେବୋତର ର ସମସ୍ତ ଚାଷ ଭୂମିକୁ ବର୍ଜନ କରିଛୁ ଏବଂ ଖମାରକୁ ମଥ ଅଚଳ କରି ରଖନ୍ତୁ ଏବଂ କୌଣସି ପ୍ରଶାସନିକ ଅଧିକାରୀଙ୍କୁ ଯଥା ଦେବୋତର ବିଭାଗର ଅଧିକାରୀଙ୍କୁ ଗ୍ରାମ ଭିତରକୁ ପୁରାଇ ଦେବୁନାହିଁ । ଆଉ ଆମ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆମେ ଗ୍ରାମବାସୀମାନେ ବର୍ଜନ କରିବୁ । A – 151954972 ଏଣୁ ବିନୀତ ପ୍ରାର୍ଥନା କରୁକି ଆମ ଗ୍ରାମକୁ ରାଜା ମୌଜା ଘୋଷଣା କରାଗଲେ ଆମେ ଗ୍ରାମବାସୀ ଚିରୋପକୃତ ହେବେ ବୋଲି ଉଲ୍ଲେଖ କରିଛନ୍ତି l

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech