Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39
ଶ୍ରୀ ପ୍ରହ୍ଲାଦ ସିଂ ପଟେଲ ପ୍ରଥମ ୭୫ କିଲୋମିଟର ” ଦାଣ୍ଡି ମାର୍ଚ ” ପଦଯାତ୍ରାକୁ ସମ୍ପୂର୍ଣ୍ଣ କରିଛନ୍ତି - Jagrat Bharat News

ଶ୍ରୀ ପ୍ରହ୍ଲାଦ ସିଂ ପଟେଲ ପ୍ରଥମ ୭୫ କିଲୋମିଟର ” ଦାଣ୍ଡି ମାର୍ଚ ” ପଦଯାତ୍ରାକୁ ସମ୍ପୂର୍ଣ୍ଣ କରିଛନ୍ତି

ଶ୍ରୀ ପ୍ରହ୍ଲାଦ ସିଂ ପଟେଲ ପ୍ରଥମ ୭୫ କିଲୋମିଟର ” ଦାଣ୍ଡି ମାର୍ଚ ” ପଦଯାତ୍ରାକୁ ସମ୍ପୂର୍ଣ୍ଣ କରିଛନ୍ତି

 

 

 

ଜେ ବି ଏନ, ୧୬/୦୩/୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ : କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ପ୍ରହ୍ଲାଦ ସିଂ ପଟେଲ ଆଜି ନଦିଆଡରେ ୭୫ କିଲୋମିଟର ଦାଣ୍ଡି ଯାତ୍ରା ଶେଷ କରିଛନ୍ତି । ଗତ ଚାରି ଦିନ ମଧ୍ୟରେ ହଜାର ହଜାର ଲୋକ ଦାଣ୍ଡି ଯାତ୍ରାରେ ଯୋଗ ଦେଇ ପଦଯାତ୍ରାରେ ଭାଗ ନେଇଥିଲେ । କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ, ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନି, ସାଂସଦ ଦେଭୁ ସିଂହ ଚୌହାନ ଏବଂ ବିଧାୟକ ଅର୍ଜୁନ ସିଂହ ଚୌହାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଯାତ୍ରାରେ ଯୋଗ ଦେଇଥିଲେ ।

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୨ ମାର୍ଚ୍ଚରେ ମହାତ୍ମା ଗାନ୍ଧୀଙ୍କ ଦାଣ୍ଡି ଯାତ୍ରା ଶୈଳୀରେ ସାବରମତି ଆଶ୍ରମରୁ ହେବାକୁ ଥିବା ପଦଯାତ୍ରାକୁ ପତାକା ଦେଖାଇଥିଲେ । ସ୍ୱାଧୀନତାର ୭୫ତମ ବାର୍ଷିକୀ ଅବସରରେ ଉତ୍ସର୍ଗୀକୃତ “ଆଜାଦୀ କା ଅମୃତ ମହୋତ୍ସବ ର ଉଦଘାଟନ ଅବସରରେ ଏହି ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା ।

 

 

 

ପଦଯାତ୍ରାର ଚତୁର୍ଥ ଦିନରେ ସୋଖରା, ସନ୍ଧାନା, ପାଲାନା, ଡାଭଡା, ଡଭାନର ବହୁ ସଂଖ୍ୟକ ସ୍ଥାନୀୟ ଲୋକ ସମସ୍ତ ପଦଯାତ୍ରୀଙ୍କୁ ସ୍ୱାଗତ କରିଥିଲେ ଏବଂ ପ୍ରବଳ ଉତ୍ତାପରୁ ପଦଯାତ୍ରୀଙ୍କୁ ଆରାମ ଦେବା ପାଇଁ ପାଣି, ଫଳରସ, ଥଣ୍ଡା ପାନୀୟ ଏବଂ ଚା ଆଦି ବଣ୍ଟନ କରିଥିଲେ ।

 

୧୭ଟି ରାଜ୍ୟରୁ ଆସିଥିବା ପଦଯାତ୍ରୀଙ୍କ ସହିତ କେନ୍ଦ୍ର ମନ୍ତ୍ରୀ ସକାଳ ୭.୩୦ରେ ଚତୁର୍ଥ ଦିନର ପଦଯାତ୍ରା ଆରମ୍ଭ କରିଥିଲେ । ମଧ୍ୟାହ୍ନ ଭୋଜନ ପାଇଁ ଶ୍ରୀ ପଟେଲ ଡାଭନରେ କିଛି ସମୟ ଅଟକି ଥିଲେ । ମେଥୋଡିଷ୍ଟ ଚର୍ଚ୍ଚରେ ପହଞ୍ଚିବା ପରେ ମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହା ପରେ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ସର୍ଦ୍ଦାର ପଟେଲ ଭବନରେ କେନ୍ଦ୍ର ମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହ ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ ଏବଂ ନାଦିଆଡର ସନ୍ତରାମ ମନ୍ଦିରରେ ପହଞ୍ଚିବା ସହିତ India@75 ପ୍ରଦର୍ଶନୀ ମଧ୍ୟ ପରିଦର୍ଶନ କରିଥିଲେ ।

 

 

 

ପ୍ରଥମ ଦିନରେ ଶ୍ରୀ ପଟେଲ ସାବରବତୀ ଆଶ୍ରମ ଠାରୁ ଅସଲାଲି ପର୍ଯ୍ୟନ୍ତ ପ୍ରାୟ ୧୮ କିଲୋମିଟର ପାଦଯାତ୍ରା କରିଥିଲେ । ପଦଯାତ୍ରା ସମୟରେ ବିଭିନ୍ନ ସ୍ଥାନରେ ସ୍ଥାନୀୟ ଲୋକମାନେ ସେମାନଙ୍କୁ ସ୍ୱାଗତ କରିଥିଲେ । ରାତ୍ରୀ ବିଶ୍ରାମ ପାଇଁ ସେ ଅସଲାଲିରେ ରହିଥିଲେ ଯେଉଁଠାରେ ଗାନ୍ଧିଜୀଙ୍କ ଉପରେ ଆଧାରିତ ନାଟକ ଏବଂ ଭଜନ ପ୍ରଦର୍ଶନ କରାଯାଇଥିଲା ।

 

ଦ୍ୱିତୀୟ ଦିନରେ ମନ୍ତ୍ରୀ ଶତାଧିକ ଲୋକଙ୍କ ସହ ଅସଲିରୁ ସକାଳ ଆଠଟା ବେଳେ ପଦଯାତ୍ରା ଆରମ୍ଭ କରିଥିଲେ । ସେ ଜୟୀତାଲପୁର ଠାରେ ଥିବା ୨୦୦ ବର୍ଷ ପ୍ରାଚୀନ ସ୍ୱାମୀନାରାୟଣ ମନ୍ଦିର ପରିଦର୍ଶନ କରିଥିଲେ । ୧୮ କିଲୋମିଟର ଚାଲିବା ପରେ ପଦଯାତ୍ରା ନୟାଗାମରେ ପହଞ୍ଚିଥିଲା ଯେଉଁଠାରେ କଲମ୍ବନ୍ଧୀ ବିଦ୍ୟାଳୟର ପିଲାମାନେ ପ୍ରତ୍ୟେକଙ୍କୁ ସ୍ୱାଗତ କରିଥିଲେ । ଗାନ୍ଧୀଜୀ ମଧ୍ୟ ତାଙ୍କ ଦାଣ୍ଡିଯାତ୍ରା ସମୟରେ ଏହି ବିଦ୍ୟାଳୟରେ ରହିଥିବାରୁ ଏହି ବିଦ୍ୟାଳୟ ଐତିହାସିକ ମହତ୍ୱ ବହନ କରିଥାଏ । ଖେଡାର ସାଂସଦ ଶ୍ରୀ ଦେଭୁ ସିଂହ ଚୌହାନ ଗୁଜୁରାଟୀ ପଗଡି ପିନ୍ଧି କେନ୍ଦ୍ର ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ଶ୍ରୀ ପଟେଲ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଲୋକମାନଙ୍କୁ ସମ୍ବୋଧିତ କରି ଶ୍ରୀ ପ୍ରହ୍ଲାଦ ସିଂ ପଟେଲ କହିଛନ୍ତି ଯେ ସେ ଅନେକ ପଦଯାତ୍ରାରେ ଅଂଶ ଗ୍ରହଣ କରିଛନ୍ତି ହେଲେ ଏହି ଦାଣ୍ଡି ଯାତ୍ରାରେ ଚାଲିବା ତାଙ୍କର ସବୁଠାରୁ ବଡ ସୌଭାଗ୍ୟ ।

 

 

 

ପଦଯାତ୍ରାର ତୃତୀୟ ଦିନରେ ଶ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କ ସହ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ, ଖେଦା ସାଂସଦ ଶ୍ରୀ ଦେଭୁ ସିଂହ ଚୌହାନ ଏବଂ ଅନ୍ୟ ଶତାଧିକ ପଦଯାତ୍ରୀ ଯୋଗ ଦେଇଥିଲେ । ଗାନ୍ଧୀଜୀ ରାତ୍ରୀଯାପନ କରିଥିବା ଗୋବିନ୍ଦ ପୁରାର ଐହତିହାସିକ ପ୍ରାଥମିକ ବିଦ୍ୟାଳୟରେ ଗ୍ରାମ ପଞ୍ଚାୟତ ପକ୍ଷରୁ ଉଭୟ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପଟେଲ, ଗିରିରାଜ ସିଂହ ଏବଂ ସମସ୍ତ ଯାତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା । ଏଠାରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ସର୍ବଧର୍ମ ଉପରେ ଏକ ନାଟକ ଏବଂ କିଛି ସଂଗୀତ ପରିବେଷଣ କରିଥିଲେ ।

 

ଭାସାନା ବୁଜର୍ଗରେ ହଜାର ହଜାର ଲୋକ ପଦଯାତ୍ରୀଙ୍କୁ ସ୍ୱାଗତ କରିଥିଲେ । କେନ୍ଦ୍ର ମନ୍ତ୍ରୀ ଏବଂ ଅନ୍ୟମାନଙ୍କୁ ପଦଯାତ୍ରା ରାସ୍ତାରେ ଅବସ୍ଥିତ ବ୍ରହ୍ମାକୁମାରୀ ଆଶ୍ରମରେ ଚନ୍ଦନ ତିଲକ, ପୁଷ୍ପଗୁଚ୍ଛ ଏବଂ ଶାଲ୍‍ ସହିତ ସ୍ୱାଗତ କରାଯାଇଥିଲା । ପ୍ରାୟ ୧୮ କିଲୋମିଟର ଯାତ୍ରା ପରେ ଶ୍ରୀ ପଟେଲ ଏବଂ ସମସ୍ତ ପଦଯାତ୍ରୀ ମାତାରରେ ପହଞ୍ଚିଥିଲେ ଯେଉଁଠାରେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ତୃତୀୟ ରାତିରେ ଶ୍ରୀ ପଟେଲ ଏବଂ ସମସ୍ତ ଯାତ୍ରୀ ସେଠାରେ ବିଶ୍ରାମ ନେଇଥିଲେ ।

 

ଏହି ପଦଯାତ୍ରାରେ ଦେଶର ୧୭ ଟି ରାଜ୍ୟରୁ ଲୋକ ଅଂଶଗ୍ରହଣ କରିଥିଲେ, ସେମାନଙ୍କ ମଧ୍ୟରେ ମଧ୍ୟପ୍ରଦେଶର ୪୪ ଜଣ, ମହାରାଷ୍ଟ୍ରର ୪ ଜଣ, କେରଳର ୧ ଜଣ, ତାମିଲନାଡୁର ୧ ଜଣ, ମଣିପୁରର ୨ ଜଣ, ରାଜସ୍ଥାନର ୭ ଜଣ, ଦିଲ୍ଲୀର ୫ ଜଣ, ଉତ୍ତର ପ୍ରଦେଶର ୪ ଜଣ ବିହାରରୁ ୬ ଜଣ ଏବଂ ଉତ୍ତରାଖଣ୍ଡ, ପଞ୍ଜାବ, ପଶ୍ଚିମବଙ୍ଗ, ଝାଡଖଣ୍ଡ, ଓଡିଶା, ହିମାଚଳ ପ୍ରଦେଶ ଏବଂ ହରିୟାଣାରୁ ଜଣେ କରି ଏବଂ ନେପାଳର ୨ ଜଣ ଲେଖାଏଁ ଯାତ୍ରୀ ଯୋଗ ଦେଇଥିଲେ ।

 

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech