କଥକଲି ସଙ୍ଗୀତାଚାର୍ଯ୍ୟ ଗୁରୁ ଚେମାଞ୍ଚେରୀ କୁହ୍ନିରମଣ ନାୟରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

କଥକଲି ସଙ୍ଗୀତାଚାର୍ଯ୍ୟ ଗୁରୁ ଚେମାଞ୍ଚେରୀ କୁହ୍ନିରମଣ ନାୟରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକଟ କରିଛନ୍ତି ।
ଏକ ଟ୍ଵିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “କଥକଲି ସଙ୍ଗୀତାଚାର୍ଯ୍ୟ ଗୁରୁ ଚେମାଞ୍ଚେରୀ କୁହ୍ନିରମଣ ନାୟରଙ୍କ ବିୟୋଗରେ ମର୍ମାହତ । ଭାରତୀୟ ସଂସ୍କୃତି ଏବଂ ଆଧ୍ୟାତ୍ମିକତା ପ୍ରତି ତାଙ୍କର ଉତ୍ସାହ ଥିଲା କିମ୍ବଦନ୍ତୀ । ଆମର ଶାସ୍ତ୍ରୀୟ ନୃତ୍ୟରେ ଆଗାମୀ ପ୍ରତିଭାକୁ ବୃଦ୍ଧି କରାଇବା ଦିଗରେ ସେ ଅତୁଳନୀୟ ପ୍ରୟାସ କରିଥିଲେ । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା । ଓମ୍ ଶାନ୍ତି” ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)


