ବସ୍ତି ବାସିନ୍ଦା ଙ୍କୁ କରୋନା ସଚେତନ କଲା Jazba ଟ୍ରଷ୍ଟ

ଜେ ବି ଏନ, ୨୭/୦୩ /୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), ଭୁବନେଶ୍ବର : ବସ୍ତି ବାସିନ୍ଦା ଙ୍କୁ କରୋନା ସଚେତନ କଲା Jazba ଟ୍ରଷ୍ଟ । ଭୁବନେଶ୍ୱର ରେ ଆଜି ୧୦ ରୁ ଉର୍ଦ୍ଧ୍ବ ବସ୍ତି ରେ ଭ୍ରାମ୍ୟମାଣ ଗାଡ଼ି ଯାଇ ସେଠାରେ ତାଙ୍କୁ କରୋନା ସଚେତନତା ବାର୍ତ୍ତା ଦେବା ସହ ମାସ୍କ୍ ଓ ସାନିତାଇଯାର ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ Jazba ଅନୁଷ୍ଠାନ ର ଅଧ୍ୟକ୍ଷ ସଫଦର୍ ହାସିମ୍ ବସ୍ତି ବାସିନ୍ଦା ଙ୍କୁ କୋରୋନା ସଚେତନତା ବାର୍ତ୍ତା ଦେଇଥିଲେ । କାର୍ଯ୍ୟକ୍ରମରେ ଅଭିନେତା ବାବୁ ରାଜା,ବିଜୟ ସାମଲ , ଅଭିନେତ୍ରୀ ଲିନା ନନ୍ଦିତା ପରିଡ଼ା ପ୍ରମୁଖ ସହଯୋଗ କରିଥିଲେ । ଆଗାମୀ ଦିନରେ ରାଜଧାନୀ ର ପ୍ରତି ବସ୍ତି ରେ ସଚେତନ କରାଯିବା ସହ ପଥପ୍ରାନ୍ତ ନାଟକ ପରିବେଷଣ କରାଯିବ ବୋଲି Jazba ର ଅଧ୍ୟକ୍ଷ ସୂଚନା ଦେଇ କହିଛନ୍ତି l
Safdar Hashim
Chairperson
Jazba Hashim Abdullah Trust.
Bhubaneswar.




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)
