
ଉତ୍କଳ ଦିବସ ଉପଲକ୍ଷେ ବରପୁତ୍ରଙ୍କୁ ପୁଷ୍ପମାଲ୍ୟ ଅର୍ପଣ
ଆଜି ଜିଲ୍ଲା ପୌରପାଳିକା ପକ୍ଷରୁ ଉତ୍କଳ ଦିବସ ଅବସରରେ ଢେଙ୍କାନାଳ ର ବୀର ପୁତ୍ର ମାନଙ୍କୁ ବସଷ୍ଟାଣ୍ଡ ସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ଓ ଗୋପବନ୍ଧୁଙ୍କ ମୂର୍ତ୍ତୀ ବଲରାମ ମନ୍ଦିର ସ୍ଥିତ ସାରଙ୍ଗ ଧର ଙ୍କ ମୂର୍ତ୍ତୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମ୍ମୁଖରେ ପି. ଆମ୍ବେଦକର ଓ ବାଜି ଚୌକି ସ୍ଥିତ ବୀର ବାଜିରାଉତ ମୂର୍ତ୍ତିରେ ମାନ୍ୟବର କୃଷି ମନ୍ତ୍ରୀ, ଡଃ. ଅରୁଣ କୁମାର ସାହୁ, ଜିଲ୍ଲାପାଳ ଢେଙ୍କାନାଳ ଭୂମେଶ ଚନ୍ଦ୍ର ବେହେରା, ADMO ଶଶାଙ୍କ ଶେଖର ଦାସ, PDDRDA ନରୋତ୍ତମ ବେହେରା, ବିଧାୟକ୍ ସୁଧୀର କୁମାର ସାମଲ, ପୌରନିର୍ବାଚନ ଅଧିକାରୀ ଅତନୁ କୁମାର ସାମନ୍ତ ସମସ୍ତ ବୀର ପୁତ୍ରଙ୍କୁ ମାଲ୍ୟାର୍ପଣ କରାଯାଇ ସ୍ମୃତି ଚାରଣ କରାଯାଇଥିଲା।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-17-scaled.jpg)


