କୋଭିଡ-୧୯ ଟିକାର ଦ୍ୱିତୀୟ ଡୋଜ୍ ନେଲେ ପ୍ରଧାନମନ୍ତ୍ରୀ

https://twitter.com/narendramodi/status/1379974475278557187?s=19
ଜେ ବି ଏନ, ୦୮/୦୪ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୋଭିଡ-୧୯ ଟିକାର ଦ୍ୱିତୀୟ ଡୋଜ୍ ନେଇଛନ୍ତି ।
ଟ୍ୱିଟ୍ କରି ଶ୍ରୀ ମୋଦୀ କହିଛନ୍ତି ଯେ “ଆଜି ଏମ୍ସରେ ମୁଁ ମୋର କୋଭିଡ-୧୯ ଟିକାର ଦ୍ୱିତୀୟ ଡୋଜ୍ ନେଲି ।
ଭୂତାଣୁକୁ ପରାସ୍ତ କରିବାକୁ ଆମ ନିକଟରେ ଥିବା କିଛି ଉପାୟ ମଧ୍ୟରେ ଟିକାକରଣ ଅନ୍ୟତମ ।
ଯଦି ତୁମେ ଟିକା ନେବାପାଇଁ ଯୋଗ୍ୟ, ତେବେ ଏହା ଶୀଘ୍ର ନିଅ । CoWin.gov.in ରେ ପଞ୍ଜିକରଣ କର ।”



