ଟ୍ରେନ୍ ଲାଇନ୍ କୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

ଜେ ବି ଏନ, ୨୩/୧୨/୨୦୨୦, (ରିପୋର୍ଟ, ରୂପକ ମହାନ୍ତି), ବ୍ରହ୍ମପୁର : ଟ୍ରେନ ଆଗୁକୁ ଡେଇଁ ଯୁବକ ଙ୍କ ଆତ୍ମ ହତ୍ୟା ,ଅଙ୍କୁଲି ନିବାସୀ କୃଷ୍ଣ ଚନ୍ଦ୍ର ପଣ୍ଡା ଆଜି ଦିନ 11.00 ସମୟ ରେ , ଭୁବନେଶ୍ବର ବିଶାଖା ଟ୍ରେନ ଲାଞ୍ଜିପାଲି ଓଭର୍ ବ୍ରିଜ ଦେଇ ଅତିକ୍ରମ କରୁଥିବା ବେଳେ,ଯୁବକ ଜଣଙ୍କ ଟ୍ରେନ ଆଗକୁ ଡିଆଁ ମାରି ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା ର କାରଣ ଅସ୍ପଷ୍ଟ ରହିଛି l




