ଭିଡ଼ ଯୋଗୁଁ ପଡିଯାଇ ଦୁଇ ଭକ୍ତ ଡାକ୍ତରଖାନାରେ ଭର୍ତ୍ତି – ପୁରୀ
ପୁରୀର ଜଗନ୍ନାଥ ମନ୍ଦିରର ଭିଡ ଯୋଗୁଁ ଜଣେ ୧୬ ବର୍ଷର ବାଳିକା ସମେତ ଦୁଇ ଭକ୍ତ ଚେତାଶୂନ୍ୟ ହୋଇ ପଡ଼ିଯାଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ରବିବାର ଦିନ ସିଂହଦ୍ୱାର ଖୋଲିବା ମାତ୍ରେ ମନ୍ଦିର ଆଳତୀ ଦେଖିବାକୁ ଲୋକଙ୍କ ଭିଡ଼ ଲାଗିଥିଲା। ଏହି ସମୟରେ ଏହି ଅଘଟଣ ଘଟିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲ୍ ରେ ଭର୍ତି କରାଯାଇଛି ବୋଲି ସୂଚନା ମିଳିଛି।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-11-scaled.jpg)

