ଦୀଲ୍ଲୀର ପୂର୍ବ ପଟେଲ ନଗର ୱାର୍ଡରୁ ପ୍ରଥମ ଥର କାଉନ୍ସିଲର ହୋଇଥିବା ଆମ୍ ଆଦମୀ ପାର୍ଟି (ଏଏପି) ପ୍ରାର୍ଥୀ ଶେଲୀ ଓବରଏ ଦିଲ୍ଲୀର ମ୍ୟୁନିସିପାଲ କର୍ପୋରେସନ୍ (MCD) ର ମେୟର ନିର୍ବାଚନରେ ଜିତିଛନ୍ତି।
ଆପ୍ କାଉନ୍ସିଲର୍ମାନେ ସେମାନଙ୍କ ଦଳର ପ୍ରାର୍ଥୀ ଶେଲୀ ଓବରଏଙ୍କ ବିଜୟ ପରେ ‘ଭାରତ ମାତା କି ଜୟ’ ସ୍ଲୋଗାନ ଦେଇଥିଲେ।

May 31, 2026/
No Comments



