ଆଜି ଗୃହ ରେ ଚାଲିବ ବଜେଟ୍ ଉପରେ ଆଲୋଚନା
ବଜେଟ୍ ଉପରେ ଆଜି ରହିଛି ସାଧାରଣ ଆଲୋଚନା।
ସ୍ଵରାଷ୍ଟ୍ର, ଅର୍ଥ, ନିର୍ମାଣ ବିଭାଗର ପ୍ରଶ୍ନୋତ୍ତର ରହିଛି।
ସ୍ବାସ୍ଥ୍ୟ, ଇସ୍ପାତ ଖଣି ବିଭାଗର ମଧ୍ୟ ପ୍ରଶ୍ନୋତ୍ତର ରହିଛି।
ସ୍ଵରାଷ୍ଟ୍ର ବିଭାଗ ଥିବାରୁ ଆଇନଶୃଙ୍ଖଳା ପ୍ରସଙ୍ଗ ଉଠିପାରେ ।
ଚାଷୀ ପ୍ରସଙ୍ଗରେ ମୋସନ ଆକାରରେ ଆଲୋଚନା ହେବ।




