ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବ ବିଦ୍ୟାଳୟରେ ପ୍ରାଧ୍ୟାପକ ଓ କର୍ମଚାରୀ ପଦବୀ ସୃଷ୍ଟି ଓ ନିଯୁକ୍ତି ପ୍ରସଙ୍ଗରେ ମୁଖ୍ଯ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବିଭିନ୍ନ ପାଠ୍ୟକ୍ରମ ପାଇଁ ପ୍ରାଧ୍ୟାପକ ପଦବୀ ସୃଷ୍ଟି ଓ ନିଯୁକ୍ତି ଆବଶ୍ୟକତାକୁ ଉପଲବ୍ଧ କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ମୁଖ୍ଯ ଶାସନ ସଚିବ କହିଛନ୍ତି।

May 31, 2026/
No Comments



