(ପାରାଦ୍ୱୀପ ପରିବହନ ପ୍ରାଇଭେଟ ଲିମିଟେଡ଼ ପକ୍ଷରୁହଜାର ହଜାର ଅସହାୟ ବ୍ୟକ୍ତି ଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ)


ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ କ୍ରିଷ୍ନାନନ୍ଦପୁର ଧୋଇଆ ଅଞ୍ଚଳ ର ବିଭିନ୍ନ ସ୍ଥାନରେ ପାରାଦ୍ୱୀପ ପରିବହନ ଲିମିଟେଡ଼ ପରିବାର ପକ୍ଷରୁ ଦିନଦରିଦ୍ର, ଅସହାୟ, ନିଃସହାୟ ବ୍ୟକ୍ତି ବିଶେଷ ଙ୍କୁ ପାରାଦ୍ୱୀପ ପରିବହନ ପ୍ରାଇଭେଟ ଲିମିଟେଡ଼ ର ମ୍ୟାନେଜୀଙ୍ଗୀ ଡ଼ାଇରେକ୍ଟର ଖାଲିଦୀ ଖାଁ ଙ୍କ ଉପସ୍ଥିତ ରେ ମାଗଣା ରେ ହଜାର ହଜାର ବ୍ୟକ୍ତି ଙ୍କୁ ଖାଦ୍ୟ ସାମଗ୍ରୀ କିଟ ବଣ୍ଟନ କରାଯାଉଛି |ଏହି କାର୍ଯ୍ୟକ୍ରମ ତାଙ୍କ ସହ ଡ଼ାଇରେକ୍ଟର ପ୍ରଭାତ କୁମାର ନନ୍ଦୀ,ଏମଡି.ସଇଫି ଖାଁ,ଅଫକ୍ଯୁ ଖାଁ,ଆଜାମ ଅଲ୍ଲୀ,ଏସ.କେ ଅମୀର ଅଲ୍ଲୀ, ଏସ.କେ ସବୀର ଅଲ୍ଲୀ,ଏସ.କେ.ସଲା ଉଦିନ, ସାକିବି ସେକ,ଏସ.କେ ଇମ୍ରାନ ଅଲ୍ଲୀ ପ୍ରମୁଖ ଯୋଗଦେଇ ଶତାଧିକ ବ୍ୟକ୍ତି ମାନଙ୍କୁ ଖାଦ୍ୟ ସାମଗ୍ରୀ କିଟ ବଣ୍ଟନ କରିଥିଲେ |ଏ ସମସ୍ତ କାର୍ଯ୍ୟକ୍ରମ ରେ ସ୍ଥାନୀୟ ଅଞ୍ଚଳ ର ବହୁ ବୁଦ୍ଧିଜୀବୀ ଯୋଗଦେଇଥିଲେ |ଏହି ଜନହିତକର କାର୍ଯ୍ୟକ୍ରମ କୁ ଅଞ୍ଚଳବାସୀ ବହୁ ତାରିଫ କରିଛନ୍ତି |
ଜଗତସିଂହପୁର ରୁ
ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




