ପରମେଶ୍ବର ଶିବ ମନ୍ଦିର ରେ ବିଶ୍ଵ ଶାନ୍ତି ଯଜ୍ଞ
କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୁଖ୍ୟାଳୟର ପୁଣ୍ୟ ତୋୟା ବୈତରଣୀ ନଦୀ କୁଳ ସ୍ଥିତ ପ୍ରସିଦ୍ଧ ପରେମଶ୍ବର ଶିବ ମନ୍ଦିରରେ ଅକ୍ଷୟ ତୃତୀୟା ଚତୁର୍ଦଶ ବାର୍ଷିକ ଉତ୍ସବ ଅବସରରେ ରବିବାର ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଛି ପଣ୍ଡିତ ଭକ୍ତ ବନ୍ଧୁ ଆଚାର୍ଯ୍ୟ ନୀତି କାନ୍ତି ରେ ଦେବ ନୀତି ସମ୍ପାଦନ କରିଥିବା ବେଳେ କତା ଭାବେ ମନ୍ଦିର ପ୍ରତିଷ୍ଠାତା ଶ୍ରୀମନ୍ତ କୁମାର ତ୍ରିପାଠୀ ଓ ତାଙ୍କ ସ୍ତ୍ରୀ ଅନୁସୟା ତ୍ରିପାଠୀ ପୂଜାର୍ଚ୍ଚନା କରିଥିଲେ ।
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ବ୍ଲକ ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍





