ଆପେ‌ ଆପେ ଜଳୁଛି ନିଆଁ, ଭୟବିତ ଅବସ୍ଥାରେ ଅସହାୟ ପରିବାର

( ଆପେ‌ ଆପେ ଜଳୁଛି ନିଆଁ, ଭୟବିତ ଅବସ୍ଥାରେ ଅସହାୟ ପରିବାର)
ଜଗତସିଂହପୁର
ତା =3/5/23
ଆପେ ଆପେ ଜଳୁଛି ନିଆଁ , ଭୟବିତ ଅବସ୍ଥାରେ ଅସହାୟ ପରିବାର ଓ ଗ୍ରାମବାସୀ । ବାଉଁଶବୁଦା ମୂଳରେ ନିଆଁ ମନକୁ ମନ ଲାଗିଲାଣି ତ ଆଖି ପିଛୁଳାକେ ଘରର ଚୂଳ ଉପରେ ନିଆଁ ଲାଗିଲାଣି । ତାହା ମନକୁ ମନ ନିଆଁ ଲାଗି ଯାଉଛି । ଯାହାଫଳରେ ସେହି ଗାଁର ଗୋଟିଏ ଅସହାୟ ପରିବାର ଓ ଗ୍ରାମବାସୀ ବର୍ତ୍ତମାନ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟୁଛି ଜଗତସିଂହପୁର ବ୍ଲକ ସିଂହାରପୁର ଗ୍ରାମ ପଞ୍ଚାୟତର ନବାପାଟଣା ଗ୍ରାମର ଭାଗବତ ସାହିରେ । ଗତ ୧୦ ରୁ ୧୨ଦିନ ହେବ ନବାପାଟଣା ଗ୍ରାମର ଭାଗବତ ସାହିର ଅଞ୍ଜଳି ସାହୁଙ୍କ ବାଡି ଏବଂ ଘରେ ଅକସ୍ମାତ୍ ଆପେ ଆପେ ନିଆଁ ଲାଗି ଯାଉଛି । ତାହାପୁଣି କେତେବେଳେ ବାଉଁଶ ବୁଦାରେ ,ତ କେତେବେଳେ ବାଡିରେ ଗଦା ହେଇଥିବା ଜାଳପତ୍ରରେ ତ କେତେବେଳେ ଚାଳ ଛପର ଘରେ ଆଉ ତା ବି ଦିନ ଦ୍ୱିପ୍ରହରରେ । ପ୍ରଥମେ ପ୍ରଥମେ ଏହି ନିଆଁ ଠାଏ ଠାଏ ଲାଗିବା ଦ୍ୱାରା ଆଖପାଖ ପଡିଶା ଘରର ଯୁବକ ମାନେ ପ୍ରଥମେ ନିଆଁ ଲିଭାଉଥିଲେ କିନ୍ତୁ ଲଗାତାର ପରବର୍ତ୍ତୀ ପର୍ଯ୍ୟାୟରେ ଆକସ୍ମିକ ଭୟଙ୍କର ଭାବରେ ନିଆଁ ଲାଗିବା ଦ୍ୱାରା ଦମକଳ ବାହିନୀ ଆସି ନିଆଁକୁ ଆୟତ କଲେ ।କିନ୍ତୁ ଗତକାଲିର କରାଳ ଦୃଶ୍ୟ ଥିଲା ଖୁବ୍ ଭୟଙ୍କର ।ପ୍ରତି ଏକ ଘଣ୍ଟା ପାର୍ଥକ୍ୟରେ ୪ ଥର ନିଆଁ ଲାଗିବା ଦ୍ୱାରା ଅଗ୍ନିଶମ କର୍ମଚାରୀ ଆସି ନିଆଁକୁ ଆୟତ କରିଥିଲେ । ଅଞ୍ଜଳି ଘରେ ନ ଥିବା ବେଳେ ଠିକ୍ ସକାଳ ୧୦ଟା ସମୟରେ ତାଙ୍କ ଚାଳ ଛପର ଘରେ ନିଆଁ ଲାଗି ବହୁ କିଛି ଜଳି ପୋଡ଼ି ନଷ୍ଟ ହୋଇଯାଇଛି । ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ।
ଅସହାୟ ଅଞ୍ଜଳି ସ୍ୱାମୀଙ୍କୁ ହରାଇବା ବର୍ଷେ ପୁରି ନାହିଁ । ବର୍ଷକତଳେ ସ୍ୱାମୀ ବଟକୃଷ୍ଣ ସାହୁ ଆକସ୍ମିକ ହୃଦଘାତରେ ମୃତ୍ୟୁବରଣ କରିଥିଲେ । ସେ ଓ ବୃଦ୍ଧା ଶାଶୁ ଓ ଦୁଇଟି ଛୋଟ ଛୁଆକୁ ନେଇ ଅତି ଅସହାୟ ଅବସ୍ଥାରେ ଦୁଃଖକଷ୍ଟରେ ଦିନ ଅତିବାହିତ କରୁଛନ୍ତି । ଗାଁ ମଧ୍ୟ ତାଙ୍କର କାହା ସହିତ ମନୋମାଳିନ୍ୟ ନାହିଁ । ଏହି ଅଭାବନୀୟ ଘଟଣା ତାଙ୍କ ସହିତ ଘଟିବା ଦ୍ୱାରା ବର୍ତ୍ତମାନ ସେ ଅତି ଭୟଭୀତ ଓ ଆତଙ୍କିତ ଅବସ୍ଥାରେ ଅଛନ୍ତି ।ସେପଟେ ଏହିଭଳି ଘଟଣା ବାରମ୍ବାର ଘଟୁଥିବାରୁ ନବାପାଟଣା ଗ୍ରାମର ଭାଗବତ ସାହି ସମେତ ଅନ୍ୟାନ୍ୟ ସାହି ମାନଙ୍କରେ ମଧ୍ୟ ଛନକା ପଶିଲାଣି । ସମସ୍ତଙ୍କ ମୁହଁରେ ସେହି ଗୋଟିଏ କଥା, କେହି ଅସାଧୁ ବ୍ୟକ୍ତି ଗୁଣି ଗାରେଡ଼ି, ତନ୍ତ୍ର ସାଧନା ଦ୍ୱାରା ଏହିଭଳି ଘଟଣା ଘଟଉଛି । ଯାହାଦ୍ୱାରା ଅଞ୍ଜଳି ସାଧୁ,ଗୁଣୀଙ୍କୁ ଡକାଇ ତାହାର ଉପଚାର କରିବାକୁ ଚେଷ୍ଟା କରୁଛନ୍ତି । ଏଭଳି ଘଟଣାଯୋଗୁ ବର୍ତ୍ତମାନ ଅଞ୍ଜଳି ଓ ସମସ୍ତ ଗ୍ରାମବାସୀ ଚିନ୍ତିତ ଅବସ୍ଥାରେ ଅଛନ୍ତି।

ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech