ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ରାୟଗଡ଼ା ଜିଲ୍ଲାପାଳ ସ୍ୱଧାଦେଵ ସିଂଙ୍କ ହେବ ଦ୍ବିତୀୟ ବିବାହ। ଚଳିତ ମାସରେ ବାରଣାସୀରେ ବାହା ହେବେ ୨ ଆଇ ଏ ଏସ୍ ଅଫିସର୍ । ଏ ନେଇ ମିଡିଆରେ ଚର୍ଚ୍ଚା ଜୋର ଧରିଛି।
ସୂଚନା ମୁତାବକ ସମର୍ଥ ପୂର୍ବରୁ ଭାରତୀୟ ରେଳବାଇର ସୂଚୀ ସିଂଙ୍କୁ ବିବାହ କରିଥିଲେ, ସ୍ୱଧାଦେଵ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ ପ୍ରଥମ ପତ୍ନୀ ।




