ତାତିରୁ ମିଳିଲା ତ୍ରାହି ପ୍ରବଳ ଖରା ପରେ ଭିଜିଲା ନାଲକୋ ଅଞ୍ଚଳ
ତାତିରୁ ମିଳିଲା ତ୍ରାହି ଗରମରେ ସନ୍ତୁଳି ହେଉଥିବା ଅନୁଗୋଳ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବର୍ଷା ଚାରି ପାଞ୍ଚ ଦିନ ହେଲା ପ୍ରବଳ ଖରା ପରେ ଆଜି ବର୍ଷାରେ ଭିଜିଛି ଅନୁଗୋଳ ସହର କାଳ ବୈଶାଖୀ ପ୍ରଭାବରେ ଅନୁଗୋଳରେ ବର୍ଷା ହଉଛି ଅପରାହ୍ନ ରୁ ବର୍ଷା ଗଲା ପାଞ୍ଚ ଦିନ ହେବ ତାପ ମାତ୍ରା ହୁ ହୁ ହୋଇ ବୃଦ୍ଧି ପାଉଥିଲା ଅନୁଗୋଳ ରେ ୪୧’ଡିଗ୍ରୀ ଉପରେ ରହୁଥିଲା ଏଭଳି ସ୍ଥିତିରେ କାଳ ବୈଶାଖୀ ଯୋଗୁଁ ତାପମାତ୍ରା ରେ ପରିବର୍ତ୍ତନ ଆସିଛି।ଏବଂ ଆଜି ଅପରାହ୍ନରୁ ଲଗାତାର ଭାବରେ ଅନୁଗୋଳ ଜିଲ୍ଲା ସମତେ ଆଖପାଖ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଛି ।





![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-16-scaled.jpg)