ଢେଙ୍କାନାଳ ଜିଲ୍ଲା ବନଖଣ୍ଡ ଅଧିକାରି କ ଅପିସ୍ ରୁ ଊଧାର ହେଲା ୫ ଫୁଟ ର ଡାମଣା ସାପ ଅପିସ୍ ରେ ସାପ ଦେଖି ଭୟ ଭିତ ହୋଈଯାଈଥଲେ।
ପରେ ସାପ ଊଧାର କାରିଙ୍କୁ ଖବର ଦେଈ ଥିଲେ ସାପ ଊଧାରକାରିର ସଦସ୍ଯ suryakanta Behera, ତରଣି ନାଏକ, ରାଜେସ୍ ନାଏକ ଘଟଣାସ୍ଥଳରେ ପହଞ୍ଚି ସାପ ଟିକୁ ଊଧାର କରିଥିଲେ।
ସାପ ଊଧାର କାରିର ସଦସ୍ଯ suryakanta କହିବା ଅନୁସାରେ ସାପ ମାନେ ଖାଦ୍ୟ ସଂଗ୍ରହ କରିବା ପାଇଁ ଏମାନେ ଜଗଂଲ ଛଡା ଟାଊନୁ ମୁହାଁ ହେଊଛନ୍।


March 11, 2026/
No Comments



