
ଗଡିଲା ଅଧାରେ ଅଟକିଥିବା ଦୁଇ ରଥ,
ଢେଙ୍କାନାଳ ପ୍ରସିଦ୍ଧ ରଥଯାତ୍ରା ରେ ଆସନ୍ତା କାଲି ରଥ ଦୁଇଟି ଅଧାରେ ଅଟକି ରହିଥିବା ବେଳେ ଆଜି ସକାଳ ନିତି କାନ୍ତି ସରିବା ପରେ ରଥ ଦୁଇଟି କୁ ପୋଲିସ ଓ ପୁରୁଷ ଭକ୍ତ ଏବଂ ସାନ ରଥ କୁ ମହିଳା ଭକ୍ତମାନେ ଟାଣିନେଇ ମାଉସୀ ମା ଘରେ ପହଞ୍ଚିଥିଲା।
ବଡ ରଥ ୯:୧୧ ଓ ସାନ ରଥ ୯:୧୫ ସମୟରେ ପହଞ୍ଚିଥିଲା।
ଏହି ରଥଟଣା ରେ ଉପଜିଲ୍ଲାପାଳ ଶ୍ରୀମତୀ ସ୍ନିଗ୍ଧା ରାଣୀ ଧଳ, ଦେବତାର ନିରିକ୍ଷକ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ତହସିଲଦାର ଓ ଅନ୍ୟ ପ୍ରସାଶନିକ ଅଧିକାରୀ ମାନେ ଉପସ୍ଥିତ ରହି ସୁଚାରୁରୂପେ ସମ୍ପାଦନା କରି ଥିଲେ।




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-17.jpg)
