ଢେଙ୍କାନାଳ ଟାଊନୁ ଗଣେଶ ବଜାର ରୁ ଊଧାର ହେଲା ଅଜଗର ସାପ। ସାପ ଟୀର ବୟସ ୨ ମାସ ରୁ ୩ ମାସ ଅଚାନକ ସାପ ଟିକୁ ଦେଖି ଭୟଭୀତ ହୋଈଯାଈଥଲେ ଘର ଲୋକ ପରେ ସାପ ଊଧାର କାରି କୁ ଖବର ଦେଈ ଥିଲେ ଖବର ପାଇଁ ସାପ ଊଧାର କାରି ଦଳର ସଦସ୍ଯ Suryakanta Behera, ଶଙ୍କର ନାୟକ ଘଟଣା ସ୍ଲଲରେ ପହଞ୍ଚି ସାପ ଟିକୁ ଊଧାର କରିଥିେଲ। Suryakanta କ କହିବା ଅନୁସାରେ ଏହା ଏକ ଆଚୟ କଥା ଛୋଟ ସାପ ଊଧାର ହୋଇଥିବାରୁ ମା ସାପ ଥିବା ସଦେୟ କରାଯାଊଛି। ଏମାନେ ଜଗଂଲ ରୁ ବର୍ଷ ଜଳ ରେ ଭାସି ଆସୁଛନ୍ତି। ନଈନାଳ ଦ୍ବରା ଏମାନେ ଟାଊନୁ ଭିତରକୁ ପବେଶ କରୁଛନ୍ତି। ଏମାନଙ୍କୁ ନ ମାରି ବନବିଭାଗ କିମ୍ବା ସାପ ଊଧାର କାରି ଙ୍କୁ ଖବର ଦିୟନ୍ତୁ। ଊଧାର କରାଯାଈଥବା ଅଜଗର ସାପ ଟିକୁ ବନବିଭାଗ ଙ୍କ ଦ୍ଵାରା ମେଘା ଜଗଂଲ ଛଡାଗଲା।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-9-scaled.jpg)


