ମହିଳାଙ୍କ ପାଇଁ ଖୋଲିଲା ଲାବଣ୍ୟ କ୍ରିଏସନ଼୍ ବୁଟିକ୍ 







ସ୍ଥାନ କଟକ
ତାରିଖ 08,/07/23
ଆଜି ଦର୍ଘା ବଜାର ନେତାଜୀ ସୁବାଷ ଚନ୍ଦ୍ର ଆର୍ କେଡ଼
ମଲ୍ ଠାରେ ଲାବଣ୍ୟ କ୍ରିଏସନ଼୍ ନାମକ ଏକ
କପଡ଼l ଦୋକାନକୁ ଉଦଘାଟିତ କରିଥିଲେ କଟକ
ମେୟର ସୁବାଷ ସିଂ, 18 ନମ୍ବର ୱାର୍ଡ କର୍ପୋରେଟର
ଇଫତେଖlର ଆଲାମ୍,ଉପସ୍ଥିତ ଥିଲେ। ଏହି ଦୋକାନରେ ମହିଳାଙ୍କ ପାଇଁ
ବିଭାଘର ତଥା ଜନ୍ମ ଦିନ ପାଇଁ ସବୁ ପ୍ରକାରର ଡିଜାଇନ୍
ଶାଢ଼ି, ଲହେଙ୍ଗl,ସାଲୱାର ସୁଟ୍, ପିଲାଙ୍କ ପାଇଁ ଡ୍ରେସ୍
କସମେଟିକ୍ ସ ,ବିଭିନ୍ନ ଡିଜାଇନ୍ ର ଅଳଙ୍କାର ମିଳିପାରିବ।
ଝିଅର ବିଭାଘର ପାଇଁ ସବୁ ପ୍ରକାରର ଜିନିଷ ପାଇପାରିବେ
ବୋଲି ଏହି ଲାବଣ୍ୟ କ୍ରିଏସନ଼୍ ର ପ୍ରୋପାଇଟର ଲକ୍ଷ୍ମୀ
ଦେବୀ କାଣ୍ଡୋଇ କହିଛନ୍ତି। ଏହି ବୁଟିକ ଗ୍ରାହକଙ୍କୁ ଆକୃଷ୍ଟ
କରିବ ବୋଲି ଆଶା ରଖିଛନ୍ତି ୟଶ କାଣ୍ଡୋଇ।
।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-24.jpg)

