କପାସପଡା ରେ ସଡ଼କ ଦୁର୍ଘଟଣା,30 ଫୁଟ ତଳକୁ ଖସି ପଡିଲା ପିକଅପ, ଡ୍ରାଏଇଭର ଗୁରୁତର
ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଜାତୀୟ ରାଜପଥ 220 ର କପାସ ପଡା ଠାରେ,! ଫଳରେ ଡ୍ରାଏଇଭର ଗୁରୁତର ଆହାତ ହୋଇ ପାଟଣା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ହୋଇଛନ୍ତି ଭର୍ତ୍ତି! ସୂଚନା ଅନୁଯାୟୀ ଘଟଗାଁ ବ୍ଲକ ମସିଣାବିଲା ର ଏକ ପିକଅପ ଢେଂକିକୋଟ –କରଂଜିଆ ରାସ୍ତାରେ ଦ୍ରୁତ ଗତିରେ ଯାଉଥିବା ବେଳେ ଦୁର୍ଘଟଣା ର ଶିକାର ହୋଇଥିଲା ! ଘଟଣା ପରେ ଢେଂକିକୋଟ ପୋଲିସ ପହଁଚି ଘଟଣାର ତଦନ୍ତ ଜାରୀ ରଖିଛି
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ଓ ମମତା ନାଏକ ଶହ ପାଟଣା ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍






![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-24.jpg)
