ଦାନଗଦୀ ଭବନଠାରେ ମେସର୍ସ ଇଣ୍ଡିଆନ ମେଟିଲ୍ ଏଣ୍ଡ ଫେରୋ ଆଲୋଏଜ ଲିମିଟେଡର ଜନଶୁଣାଣୀ କୁ କ୍ଷେତିଗ୍ରସ୍ତ ଲୋକ ଘୋର ବିରୋଧ

ଦାନଗଦୀ ଭବନଠାରେ ମେସର୍ସ ଇଣ୍ଡିଆନ ମେଟିଲ୍ ଏଣ୍ଡ ଫେରୋ ଆଲୋଏଜ ଲିମିଟେଡର ଜନଶୁଣାଣୀ କୁ କ୍ଷେତିଗ୍ରସ୍ତ ଲୋକ ଘୋର ବିରୋଧ।

ଯାଜପୁର କଳିଙ୍ଗନଗର ଦାନଗଦି ତହସିଲ ଅନ୍ତର୍ଗତ ଚାନ୍ଦିଆ ଓ ଯଖପୁରା ପଞ୍ଚାୟତ ର ଅରାସାହି,କଛେରିଙ୍ଗା,ଟାଙ୍ଗରାସାହି, ଯଖପୁରା କଡୁମିସାହି, ଲୋକଙ୍କ ଜାଗା ଉପରେ ଇଣ୍ଡିଆନ୍ ମେଟାଲ ଏଣ୍ଡ ଫେରୋ ଆଲୋଏଜ ଲିମିଟେଡର କାରଖାନା ନିର୍ମାଣ ଅନୁଷ୍ଠିତ ହେବ। ସୂଚନା ମୁତାବକ ଇଣ୍ଡିଆନ୍ ମେଟାଲ ଏଣ୍ଡ ଫେରୋ ଆଲୋଏଜ ଲିମିଟେଡର ଦ୍ଵାରା ବାର୍ଷିକ ୧୬.୦୦୦୦ ଟନ୍ କ୍ଷମତା ବିଶିଷ୍ଟ ହାଇ କାର୍ବନ ଫେରୋ କ୍ରୋମ ଉତ୍ପାଦନ ୟୁନିଟି ସହିତ ୧୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ନିମନ୍ତେ ପରିବେଶ ସମ୍ବନ୍ଧୀୟ ବିରୋଧ। ଏହି ଚାରଟି ଗାଁ ର ବାସଚୁତ 250 ଲୋକଙ୍କୁ 2013 ଥଇଥାନ ନୀତି ହିସାବରେ ନନେଇ 2005 ଥଇଥାନ ନୀତି ହିସାବରେ ନେଉଥିବାରୁ ଏହା କୁ ଜମିହରା ବାସଚୁତ ପରିବାର ଘୋର ବିରୋଧ କରିବେ ଦରକାର ପଡିଲେ ଦିତୀୟ କଳିଙ୍ଗନଗର ଯୁଦ୍ଧ କରିବେ ବୋଲି ବାସଚୁତ ପରିବାର ଜନଶୁଣାଣୀ ରେ ଚେତାବନୀ ଦେଇଛନ୍ତି ଇମ୍ଫା କମ୍ପାନୀ ଓ ଜିଲ୍ଲା ପ୍ରଶାସନ କୁ। ଏବଂ ଦାନଗଦି ଭବନରେ ଇମ୍ଫା ଜନଶୁଣାଣୀ ରେ ବିଜେଡି କାର୍ଯ୍ୟା କ୍ରମ ଚାଲିଥିଲା ଯାହା ଦେଖିବାକୁ ମିଳିଛି।

ଆଜି ଯାଜପୁର କଳିଙ୍ଗନଗର ଦାନଗଦି ବ୍ଲକ ଅନ୍ତର୍ଗତଚାନ୍ଦିଆ। ଯଖପୁରା ପଞ୍ଚାୟତମୋଟ ୪ଗୋଟି ଗାଁ ଅବସ୍ଥିତ ଅଛି। ସେହି ଚାରୋଟି ଗାଁର ୨୫୦ ପରିବାରଙ୍କୁ୨୦୧୩ ଥଇଥାନ ନୀତିରେ ସାମିଲ୍ କରି ସମସ୍ତ ବାସଚୁତ ପରିବାର କୁ ସବୁ ପ୍ରକାର ସୁବିଧା ସୁଯୋଗ ଦିଆଯାଉ। ଇଣ୍ଡିଆନ୍ ମେଟାଲ ଏଣ୍ଡ ଫେରୋ ଆଲୋଏଜ ଲିମିଟେଡର କାରଖାନା କରାଯାଉ। ନକରି କଚେରିଗାଁ ଅରାସାହି, ଟାଙ୍ଗରାସାହି, ଯଖପୁରା କଡୁମିସାହି ବାସଚୁତ ପରିବାର ଙ୍କୁ ଠକନ୍ତି ତେବେ ବାଧ୍ୟ ହୋଇ ଦିତୀୟ କଳିଙ୍ଗନଗର ଯୁଦ୍ଧ ହେବ ବୋଲି କହିଥିଲେ। ଏବେ ଯେ‌ହେତୁ ସବୁ ଜମି ଜାଗା ନେଇଛି ସେଠାରେ କାରଖାନା କରିବ ଇମ୍ଫା କମ୍ପାନୀ । ଆଜି ଏହି ଇମ୍ଫା କମ୍ପାନୀ ର ଜନ ଶୁଣାଣୀ କୁ ଏଥିପାଇଁ ଘୋର ବିରୋଧ ଇମ୍ଫାର ଜନ ଶୁଣାଣୀ ନୁହେଁ କହିଲେ ଚଳେ ଏହେଉଛି ବିଜେଡି ର ଦଳୀୟ କାର୍ଯ କ୍ରମ ସେଥିପାଇଁ ସମସ୍ତେ ନବୀନ ପଟ୍ଟନାୟକ ପ୍ରତି ରଞ୍ଜନ ଘଡେ଼ଇ ଙ୍କ କଥା ଭାଷଣ ଦେଉଛନ୍ତି ।କହିଛନ୍ତି ପ୍ରତି ରଞ୍ଜନ ଘଡେ଼ଇ ନବୀନ ପଟ୍ଟନାୟକ ଦ୍ଵାରା ଓଡ଼ିଶାର ଓଡିଆ କମ୍ପାନୀ କୁ ଆଣିଛନ୍ତି ଏଠି ନିଯୁକ୍ତି ମିଳିବ। ଏସବୁ ଦଲାଲି ଟାଉଟରିଆଙ୍କ କଥା ଯେଉଁ ମାନେ ଏହି ହିନ୍ଦୋଳା କେଳା କହିଲେ ଘଡେଇ ବାପପୁଅ ଙ୍କ ଗୋଲାମ ସେମାନେ ସୁକିନ୍ଦା ବାସୀଙ୍କ ଦୁଃଖ ନକହି ଘଡେ଼ଇ ବାପ ପୁଅ ଙ୍କ କଥା ଜୟ ଜୟ କରୁଛନ୍ତି।କିନ୍ତୁ ଏଠି ଦେଖିଲା ବେଳକୁ କଚରିଙ୍ଗା, ଟାଙ୍ଗରାସାହି, ଯଖପୁରା କଡୁମିସାହି, ଅରାସାହି,ଲୋକ ଦୀର୍ଘ ଦିନ ଧରି ୨୦୧୩, ଥଇଥାନ ନୀତିରେ ସାମିଲ୍ ହେବାକୁ ଦାବି କରିଛନ୍ତି ହେଲେ ଜିଲ୍ଲା ପ୍ରଶାସନ କୁମ୍ବ ନିଦ୍ରାରେ ଶୋଇଛି।ଯଦି ୨୦୧୩ ଥଇଥାନ ନୀତି କୁ ନନେଇ କି କରନ୍ତି ତାହାଲେ ବାସଚୁତ ପରିବାର କଥା ନବୁଝନ୍ତି ଦିତୀୟ କଳିଙ୍ଗନଗର ଯୁଦ୍ଧ ହେବ ୨୦୦୬ ମସିହା ପରି ହେବ ଯେଭଳି ଦୀର୍ଘ ୧୮ ବର୍ଷ ହେଲା ଘଟିଥିବା ଛାତି ଥରା ଦୃଶ୍ୟ ଓ ତ୍ରିବ ଆନ୍ଦୋଳନ ହେବ ବୋଲି ଜମିହରା ବାସଚୁତ ପରିବାର ଜନଶୁଣାଣୀ ଶିବିରରେ ପ୍ରଶାସନ ଓ ଇଣ୍ଡିଆନ୍ ମେଟାଲ ଏଣ୍ଡ ଫେରୋ ଆଲୋଏଜ ଲିମିଟେଡର କୁ ଚେତାବନୀ ଦେଇଛନ୍ତି।

ଆଜି ଇଣ୍ଡିଆନ୍ ମେଟାଲ ଏଣ୍ଡ ଫେରୋ ଆଲୋଏଜ ଲିମିଟେଡର କାରଖାନା ନୂତନ ଭାବେ ଚାଲୁ ହେବା ପାଇଁ ଜନଶୁଣାଣୀ ଅନୁଷ୍ଠିତ । ଏହି ଜନଶୁଣାଣୀ ରେ ମୁଖ୍ୟ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଓ ପଲୁସ୍ନ ଅଧିକାରୀ ଙ୍କ ଜରିଆରେ। ଏବଂ ଏହି ଦାନଗଦି ତହସିଲ ଅଞ୍ଚଳରେ ୬୦/ସତକଡା ଲୋକ କାରଖାନା ହେବା ପାଇଁ ସମର୍ଥନ କରୁଥିଲେ। ସମସ୍ତେ ଶେଷରେ କହିଥିଲେ ଯେ ସବୁ କାରଖାନା ଓଣ ଓଡ଼ିଆ କରୁଛନ୍ତି ଓଡ଼ିଶାରେ ଗୋଟିଏ କେବଳ ଓଡିଆ ଓଡ଼ିଶାର ମାଲିକ ଓଡ଼ିଆ କଥା ବୁଝିବା ଲୋକ ଏହି ଇଣ୍ଡିଆନ୍ ମେଟାଲ ଏଣ୍ଡ ଫେରୋ ଆଲୋଏଜ ଲିମିଟେଡର କାରଖାନା। ଯଦି କାରଖାନା ତିଆରି ପରେ ଓଡିଆ ଯୁବକ ଯୁବତୀ ଙ୍କୁ ନିଯୁକ୍ତି ଠିକାଦାର ନଦିଆ ଯାଏ ତେବେ ବିରୋଧ ହେବ ଆନ୍ଦୋଳନ ହେବ କହିଥିଲେ।ତେଣୁ ଯଦି ସବୁ ନିଯୁକ୍ତି ପାଇଥିଲେ ପ୍ରତି ରଞ୍ଜନ ଘଡେ଼ଇ ଦେଇଥିଲେ ଆଉ ସୁକିନ୍ଦା ରେ କେହି ବେକାରୀ ନଥିଲେ। ଏବେ ପୁଣି କାହିଁକି ସୁକିନ୍ଦା ଲୋକଙ୍କ ମନରେ ନିଯୁକ୍ତି ଉଙ୍କି ମାରୁଛି।କଳିଙ୍ଗନଗର ଠାରେ ଯୁବକ ବିଜେଡି କ୍ରମୀ ସ୍ଥାନୀୟ ନିଯୁକ୍ତି ଉପରେ ଜନଶୁଣାଣୀ ରେ କହିଥିଲେ ନିଯୁକ୍ତି ଦିଅ ଇମ୍ଫା କମ୍ପାନୀ ଆଉ ସବୁ କମ୍ପାନୀ ଅଣ ଓଡିଆ ଠକି ଦେଲେ ତେଣୁ ଇମ୍ଫା କମ୍ପାନୀ ଓଡିଆ ନିଯୁକ୍ତି ଦିଆଯାଉ ବୋଲି ଦାବି କରିଥିଲେ। ଯଦି କଳିଙ୍ଗନଗର ସୁକିନ୍ଦା ରେ ଯଦି ଗ୍ରାମ ଉନ୍ନୟନ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରତି ରଞ୍ଜନ ଘଡେ଼ଇ ଚାକିରି ଦେଇ ଥାନ୍ତେ କେବେ ଚାକିରି କଥା ଉଠି ନଥାନ୍ତି। ସେଇଥିରେ ପୁଣି ମନ୍ତ୍ରୀ ପ୍ରତି ରଞ୍ଜନ ଘଡେ଼ଇ ନବୀନ ପଟ୍ଟନାୟକ କଥା ଉଠିଥିଲା କିପରି ଓଡ଼ିଆ ଯୁବକ ଯୁବତୀ ଓ ସୁକିନ୍ଦା ଯୁବକ ଯୁବତୀ ଙ୍କୁ ନିଯୁକ୍ତି ନାହିଁ କିପରି ସେମାନଙ୍କ ନାମ ଉଠାଉଛନ୍ତି। ପୁଣି ଗ୍ରାମ ଉନ୍ନୟନ ଦକ୍ଷତା ବିକାଶ ମନ୍ତ୍ରୀ କରିଥିଲେ ଚାକିରି ପଛରେ ଗୋଡାଇବ ନାହିଁ ଚାକିରି ସୁକିନ୍ଦା ଲୋକଙ୍କ ଓ ଓଡ଼ିଆ ଓଡ଼ିଶାର ଲୋକଙ୍କ ପଛରେ ଗୋଡାଇବ ବୋଲି ମନ୍ତ୍ରୀ ପ୍ରତି ରଞ୍ଜନ ଘଡେ଼ଇ କହିଛନ୍ତି। କିନ୍ତୁ ତାହାର ବାସ୍ତବ ଚିତ୍ର ଆଜି ବି ସୁକିନ୍ଦା ରେ ବେକାରୀ ସମସ୍ୟା ଦୁର ହୋଇନାହିଁ। ସୁକିନ୍ଦା ର ଲୋକ ବିଜେଡି ଯୁବକ ମାନେ ନିଯୁକ୍ତି ପାଇଁ କାରଖାନା ର ଜନ ଶୁଣାଣୀ ବେଳେ ଦାବି କରିଛନ୍ତି କହୁଛନ୍ତି କାରଖାନା ହେଉ ପୂଣ୍ଣର ସମର୍ଥନ। କାରଖାନା ସରିଲା ପରେ ନିଯୁକ୍ତି ନଦେଲେ ବିଜେଡି ଯୁବକ ମାନେ ଏକାଠି ‌ହେବେ ତ୍ରିବାର ଆନ୍ଦୋଳନ କରିବେ ବୋଲି କହିଥିଲେ। ଯଦି ବିଜେଡି ର ଯୁବକ ମାନେ ଏଭଳି କହିବେ ନିଯୁକ୍ତି ପାଇଁ ଇଏ ଏକ ଲଜ୍ୟ ଜନକଙ୍କ ଘଟଣା କାହିଁକି ନା ଚାକିରି ସେମାନଙ୍କ ପଛରେ ଗୋଡାଇବ ବୋଲି ମନ୍ତ୍ରୀ ପ୍ରତି ରଞ୍ଜନ ଘଡେ଼ଇ କହିଛନ୍ତି। ତାହାଲେ ଏବେ କାହିଁକି ନିଯୁକ୍ତି କଥା ଉଠିଛି। ତେଣୁ ଜନଶୁଣାଣୀ ରେ ବାରମ୍ବାର ମନ୍ତ୍ରୀ ପ୍ରତି ରଞ୍ଜନ ଘଡେ଼ଇ ଙ୍କ କଥା କିଛି ଭାଷଣ ଦେଉଥିଲେ ଏହି ଜନ ଶୁଣାଣୀ ରେ କଣ ଏଠି ଜନ ଶୁଣାଣୀ ଚାଲିଥିଲା ନା ବିଜେଡି ଦଳର କାର୍ଯ୍ୟ କ୍ରମ ଚାଲିଥିଲା ବିଜେଡି ଦଳର କଣ ଇମ୍ଫା କମ୍ପାନୀ ଗୋଲାମ ସାଜିଛନ୍ତି ଯେ ଜନ ଶୁଣାଣୀ ନକରି ଏଠି ଜଳୀୟ କାର୍ଯ୍ୟ କ୍ରମ କରୁଛନ୍ତି। ଏସବୁ ଚଳିବ ନାହିଁ ସୁକିନ୍ଦାରେ ଇମ୍ଫା କମ୍ପାନୀ ମନ୍ତ୍ରୀ ପ୍ରତି ରଞ୍ଜନ ଘଡେ଼ଇ ଙ୍କ ର ଗୋଲାମ ଗିରି ବନ୍ଦ କର ସୁକିନ୍ଦା ବେକାରୀ ଯୁବକ ଯୁବତୀ ଙ୍କୁ ନିଯୁକ୍ତି ଦିଅ। ସୁକିନ୍ଦା ରେ ନିଯୁକ୍ତି ନାହିଁ ତ ଏଠି କମ୍ପାନୀ ଖୋଲିବା ଦରକାର ନାହିଁ ପ୍ରତି ରଞ୍ଜନ ଘଡେ଼ଇ ଓ ତାଙ୍କ ବାପା ପ୍ରଫୁଲ୍ଲ ଚନ୍ଦ୍ର ଘଡେ଼ଇ ଙ୍କ ହିନ୍ଦୋଳା ଯାଜପୁର ଟାଉନ୍ ଘରେ ନେଇ କମ୍ପାନୀ ଖୋଲ ସୁକିନ୍ଦା ରେ କମ୍ପାନୀ ଖୋଲା ଜୀବ ନାହିଁ।ତେଣୁ ବାସଚୁତ କଥା କୁନେଇ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ପଚାରିବାରୁ ସେ କହିଲେ ଜିଲ୍ଲାପାଳ ଚାହିଁଲେ ସମସ୍ୟା ସମାଧାନ ହେବ ତାଙ୍କ ହାତରେ କିଛି ନାହିଁ। ଗମନାଗମନ ସ୍ୱାସ୍ଥ୍ୟ ଶିକ୍ଷା ପ୍ରଦୂଷଣ ସବୁ ବ୍ୟବସ୍ଥା ଧୀର ଧୀରେ ହେବ ସବୁ ସମସ୍ୟା ଦୁଇ ହେବ ବୋଲି କହିଥିଲେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୂଷଣ ଅଧିକାରୀ। ଏବଂ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।

ତେବେ କେବେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ବାସଚୁତ ପରିବାର ଙ୍କ ନାମ୨୦୧୩ ଥଇଥାନ ନୀତି ରେ ଘୋଷଣା କରିବେ ଓ ସ୍ଥାନୀୟ ନିଯୁକ୍ତି ଦେବେ ତାହା ଦେଖିବାକୁ ବାକି ରହିଲା।

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech