ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ, ଅନୁଗୁଳ ଜିଲ୍ଲା, ଛେଣ୍ଡିପଦାର ମିଳିତ ଚଢ଼ାଉରେ ୩ ଜଣ ଶିଶୁ ଶ୍ରମିକ, ବାବୁ ମହାର(୧୪), ବାବୁଲି ମହାର(୧୪) ଏବଂ ଓମକାର ମହାର(୧୭)ଙ୍କୁ, ଅନୁଗୁଳର ଖମାର, ବରସାହି, ଛେଣ୍ଡିପଦାସ୍ଥିତ ଏକ ହୋଟେଲରୁ ଉଦ୍ଧାର କରି ସି.ଡବ୍ଲୁ.ସି ଅନୁଗୁଳରେ ହାଜର କରାଯାଇଥିଲା।

April 21, 2026/
No Comments



