ରବି ହେସା ମାତା ପନା ହେସା, ବୟସ ୧୩ ବର୍ଷ ରବି ଗତ କାଲି ଠାରୁ କୁଆଡେ ନିଖୁଜ ଅଛନ୍ତି l ତାଙ୍କ ଘର ସୁକିନ୍ଦା ସେ ବସୋଈ ଗ୍ରାମ ପଞ୍ଚାୟତ ର ଅଲେଖପାଟଣା ଗ୍ରାମରେ ତାଙ୍କ ମାମୁଁ ଘରେ ରୁହନ୍ତି l ସେ ଘରୁ ଗଲା ବେଳେ ଏକ ସାଇକେଲ ରେ ଯାଇଥିଲେ ଆଉ ଘରକୁ ଫେରିନଥିଲେ ରବି ଙ୍କୁ ବହୂ ଖୁଜା ଖୁଜି ପରେ ପାଇନଥିଲେ l ଯଦି କୌଣସି ସୂ ହୃଦୟ ବ୍ୟକ୍ତି ତାଙ୍କୁ ଦେଖନ୍ତି l ମୋ -6370445963–9776087882 ଦୟାକରି ଏହି ନମ୍ବର ରେ ଯୋଗାଯୋଗ କରନ୍ତୁ l




